ETV Bharat / bharat

ଇନ୍ଦୋରରେ 22 ନୂଆ କୋରୋନା ମାମଲା, ମୋଟ 173

ଇନ୍ଦୋରରେ 22 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଇନ୍ଦୋରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 173ରେ ପହଞ୍ଚିଛି ।

author img

By

Published : Apr 8, 2020, 11:03 AM IST

_corona upadate
ଇନ୍ଦୋରରେ 22 ନୂଆ କୋରୋନା ମାମଲା

ଭୋପାଳ: ଇନ୍ଦୋରରେ 22 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଇନ୍ଦୋରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 173ରେ ପହଞ୍ଚିଛି ।

ଏହାଛଡା ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 313ରେ ପହଞ୍ଚିଛି । ଏଥିମଧ୍ୟରୁ 15 କୋରୋନା ଆକ୍ରାନ୍ତନ୍ତଙ୍କ ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4312ରେ ପହଞ୍ଚିଥିବା ବେଳେ 124 ଆକ୍ରାନ୍ତ ମୃତ୍ୟୁ ଘଟିସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.