ETV Bharat / snippets

ଛାତ୍ରୀଙ୍କୁ ଅସଦାଚରଣ କରି ରସକିଆ ଶିକ୍ଷକ ଗିରଫ

author img

By ETV Bharat Odisha Team

Published : Aug 2, 2024, 10:40 PM IST

misbehavior with student
misbehavior with student (ETV Bharat Odisha)

ମାଲକାନଗିରି: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଇଲେ ଗୁରୁ । ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ଗିରଫ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କନ୍ୟା ଆଶ୍ରମ ବିଦ୍ୟାଳୟରେ । ଗତକାଲି ରାତ୍ରୀଭୋଜନ ପରେ ଅଭିଯୁକ୍ତ ଶିକ୍ଷକ ଦୀପକ କୁମାର ନାୟକ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏନେଇ ଛାତ୍ରୀ ଜଣକ ହଷ୍ଟେଲ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ଏହାପରେ ପ୍ରଧାନ ଶିକ୍ଷୟତ୍ରୀ DWOଙ୍କ ନିର୍ଦେଶ କ୍ରମେ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କାଲିମେଳା ଥାନା କେସ୍ ନମ୍ବର ୧୭୩୵୨୪ରେ କେସ୍ ରେଜିଷ୍ଟେସନ କରି ଦଫା ପୋକ୍ସ ଆକ୍ଟ ୧୨,ଡିଏନ୍ଏସ୍ ୭୪,୭୫,୧୧୫,‌+୨ ଦଫା ଲଗାଇ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.