ETV Bharat / snippets

ଗଞ୍ଜେଇ ମାଫିଆକୁ ଛାଡିଦେବା ପଡିଲା ମହଙ୍ଗା; ୧୧ ପୋଲିସ ନିଲମ୍ବିତ

author img

By ETV Bharat Odisha Team

Published : Aug 14, 2024, 4:56 PM IST

ଗଞ୍ଜେଇ ମାଫିଆକୁ ଛାଡିଦେବା ପଡିଲା ମହଙ୍ଗା; ୧୧ ପୋଲିସ ନିଲମ୍ବିତ
ଗଞ୍ଜେଇ ମାଫିଆକୁ ଛାଡିଦେବା ପଡିଲା ମହଙ୍ଗା; ୧୧ ପୋଲିସ ନିଲମ୍ବିତ (ETV Bharat Odisha)

କୋରାପୁଟ: ମହଙ୍ଗା ପଡିଲା ଗଞ୍ଜେଇ ମାଫିଆକୁ ଛାଡିବା । ଗଞ୍ଜେଇ ମାଫିଆଙ୍କୁ ଛାଡି ଗଞ୍ଜେଇ ଗାଡି ଜବତ ଘଟଣାରେ ନିଲମ୍ବନ ହେଲେ ୧୧ ପୋଲିସ କର୍ମଚାରୀ । ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନାର ୩ ପୋଲିସ ଅଧିକାରୀଙ୍କ ସମେତ ୧୧ ଜଣ ପୋଲିସ କର୍ମଚାରୀଙ୍କୁ କୋରାପୁଟ ଏସପି ନିଲମ୍ବିତ କରିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ସବଇନ୍ସପେକ୍ଟର, ଜଣେ ହେଡ କନଷ୍ଟେବଳ, ୨ ଯବାନ, ୨ ଜଣ ତାଲିମ ନେଉଥିବା ସବଇନ୍ସପେକ୍ଟର,୨ ହୋମଗାର୍ଡ ରହିଛନ୍ତି । ସେମାନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ଘଟଣାର ତଦନ୍ତ ଜରି ରହିଥିବା କୋରାପୁଟ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.