ETV Bharat / bharat

ରାଶିଫଳ; ଆଜି ଏହି ରାଶିଙ୍କ ଉପରେ ରହିବ କୁପ୍ରଭାବ, କଳହ-ଯୁକ୍ତିତର୍କରୁ ରୁହନ୍ତୁ ନିବୃତ - AJIRA RASIFALA

author img

By ETV Bharat Odisha Team

Published : Sep 11, 2024, 12:01 AM IST

Ajira Rasifala 11 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

Ajira Rasifala
ଆଜିର ରାଶିଫଳ (Getty)
Ajira Rasifala
ଆଜିର ରାଶିଫଳ (ARIES)

ମେଷ: ଆଜି ଆପଣଙ୍କର ଅନୁକୂଳ ମନୋଭାବ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ଆପଣ ଅଲୌକିକା ଓ ଦୈବିକ ଘଟଣାରେ ନିଜର ଇଚ୍ଛା ପ୍ରକଟ କରିବେ ଓ ଆଜି ଏହା ହି ଆପଣଙ୍କ ସଉକ ହେବ । ଆପଣ ଆଜି ତନ୍ତ୍ର ଘଟଣାଗୁଡିକ ଉପରେ ଏକ ଦାମୀ ବହି କିଣିପାରନ୍ତି । କିନ୍ତୁ, ଆପଣ ଏଥିରୁ ପାଇବା ଜ୍ଞାନକୁ କେବଳ ଶାନ୍ତି ଉଦ୍ଦେଶ୍ୟରେ ବ୍ୟବହାର କରିବେ । ଆପଣଙ୍କ ପରିବାରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆର୍ଥିକ ଲାଭ ହେବ ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: ଆପଣ ନିଜକୁ ଏକ ଦୋଛକିରେ ପାଇବେ ଓ ପ୍ରତି ପାଦରେ ଆପଣଙ୍କୁ କିଛି ଭଲ ଓ କିଛି ଖରାପ ଉଭୟ ମିଳିବ । ଆପଣଙ୍କ ଭାବନା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ଆପଣ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଏକ ଭଲ ସମୟ କଟାଇପାରନ୍ତି ଯାହା ଦ୍ଵାରା ଆପଣଙ୍କ ଆତ୍ମା ଉପରେ ଥିବା ବୋଝ କମିବ । ଆପଣ ନିଜର ପ୍ରକ୍ରିୟାରେ ଅପରିବର୍ତ୍ତିତ ଭାବରେ ଧ୍ୟାନ କେନ୍ଦ୍ରିଭୂତ କରନ୍ତୁ । ଆଜି କୌଣସି ନୂଆ କିମ୍ୱା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିମ୍ବା ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ଆପଣଙ୍କ ମନ ଅନ୍ୟମାନଙ୍କ ପାଇଁ ଚିନ୍ତା ଓ ସମ୍ଵେଦନଶୀଳତାରେ ଭରିଯିବ ଓ ଅନେକଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ପଡିବ । କିନ୍ତୁ ଅତ୍ୟଧିକ ଭାବନାତ୍ମକ ହେବା ମଧ୍ୟ ଠିକ ନୁହେଁ । ଆପଣଙ୍କ ଭାବନା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଗତିରେ ବାଧା ଦେଇପାରେ । ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ରହିଲେ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାରକୁ ପ୍ରବାହ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ଏହା ଆହ୍ଵାନର ଦିନ ହେବ । ଆପଣ ନୂଆ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଇଚ୍ଛୁକ ହେବେ । କିନ୍ତୁ ଏହି ବିଷୟରେ ହଠାତ କୌଣସି ନିଷ୍ପତ୍ତି ନେବା କିମ୍ଵା ଚିନ୍ତାର ଆବଶ୍ୟକତା ନାହିଁ । ବାକିଆ ଥିବା କାମ ଶେଷ ହେବ । ବ୍ୟବସାୟ ଓ ଟ୍ରାଞ୍ଜାକ୍ସନ ଭଲରେ ଶେଷ ହେବ । ବ୍ୟବସାୟ କିମ୍ଵା ଘରୋଇ କାରଣ ପାଇଁ ସ୍ଥାନାନ୍ତରଣ ହୋଇପାରେ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ଶାନ୍ତ ଏବଂ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ । ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ ।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କ ଉତ୍ସାହ ଓ ଭାବାପ୍ରବଣ ପ୍ରକୃତି ଯୋଗୁଁ ହଠାତ ଭାବନାଗୁଡିକ ଆପଣଙ୍କ ମଧ୍ୟରୁ ବାହାରିବ । ଆଜି ଆପଣ ହଠାତ ରାଗିଯାଇପାରନ୍ତି । ଏଥିପାଇଁ ଆପଣ ଉଭୟ କାର୍ଯ୍ୟସ୍ଥଳ ଓ ଘରେ ଯେଉଁଠି ବି ହେଉ ଭାବନାରେ ବହି ଯାଇପାରନ୍ତି । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଂରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । ଆପଣ ଯୁକ୍ତିଯୁକ୍ତ ଭାବରେ ବ୍ୟବହାର କରନ୍ତି ଏବଂ କୌଣସି ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୂରଦୃଷ୍ଟିର ସହିତ ସମାଧାନ କରନ୍ତି ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ଆପଣଙ୍କ ନେତୃତ୍ଵ ଦକ୍ଷତା ହେଉଛି ଏକ ବିଶେଷତା ଓ ଆପଣ ଯେପରି ଆପଣଙ୍କ ଦଳକୁ ସମ୍ଭାଳିଥାଆନ୍ତି ସେଥିପାଇଁ ଆପଣ ପ୍ରଶଂସା ପାଇବେ । ଅପେକ୍ଷା କରିଥିବା ପଦୋନ୍ନତି ମିଳିବ ଓ ଆପଣଙ୍କୁ କିଛି ଅଧିକ ଟଙ୍କା ମଧ୍ୟ ମିଳିବ । ଏହା ପାଇବା ସହ ଆପଣ ଉଭୟ ଘର ଓ କାମ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିଛନ୍ତି । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁ ନାହିଁ ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ଆପଣ ସବୁ ସାହାଯ୍ୟ ପ୍ରାପ୍ତିସ୍ଵୀକାର କରନ୍ତି ଓ ପ୍ରତି ଉପହାସର ଉତ୍ତର ଦିଅନ୍ତି । ସେଥିପାଇଁ ପୁରୁଣା ଘଟଣା ଯାହା ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ତାହାର ଉତ୍ତର ଦେବାର ଏହା ହିଁ ସମୟ । ଏହା ଦିନ ସାରା ଆପଣଙ୍କୁ ଚକିତ କରିବା ମଜାଦାର ଘଟଣା ଘଟାଇବାର ସୁଯୋଗ ବୃଦ୍ଧି କରିବ । ଯୁକ୍ତି ତର୍କ, ବିବାଦ, ଖରାପ ସ୍ୱାସ୍ଥ୍ୟ,କ୍ରୋଧ ଏବଂ କଟୁଭାଷା ଏହି ସମସ୍ତ ଆଜି ଆପଣଙ୍କର ଦିନକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି । ଆପଣ ସାବଧାନତାର ଅଭ୍ୟାସ କରନ୍ତୁ । ପ୍ରତ୍ୟେକ ଦାୟିତ୍ୱ ଏବଂ ପଦକ୍ଷେପ ସାବଧାନତା ସହ ମାପିଚୁପି ରଖନ୍ତୁ । ଆଜିର ଭଲ କଥା ହେଉଛି ଅପ୍ରତ୍ୟାଶିତ ଆର୍ଥିକ ଲାଭ ହୋଇପାରେ ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ସାମାଜିକ ଭାବେ ସମସ୍ତଙ୍କ ଧ୍ୟାନରେ ରହିବାକୁ ଆପଣଙ୍କୁ ଭଲ ଲାଗେ । କିନ୍ତୁ ଖରାପ ନଜର ଥିବା ଲୋକମାନଙ୍କ ପ୍ରତି ସଚେତନ ରୁହନ୍ତୁ କାରଣ ଆପଣଙ୍କ ପ୍ରତି ସେମାନଙ୍କ ଅଭିପ୍ରାୟ ଭଲ ନୁହେଁ । ଆପଣ ଜଣେ ଭଲ ମଣିଷ ଓ କଦାପି କାହାକୁ କଷ୍ଟ ଦିଅନ୍ତି ନାହିଁ । କିନ୍ତୁ ବେଳେବେଳେ ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ଆପଣଙ୍କ ଶତ୍ରୁଙ୍କ ଦୂର୍ବଳତା ଜାଣିବା ଗୁରୁତ୍ଵପୂର୍ଣ୍ଣ । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଂରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । ଆପଣ ଯୁକ୍ତିଯୁକ୍ତ ଭାବରେ ବ୍ୟବହାର କରନ୍ତି ଏବଂ କୌଣସି ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୁରଦୃଷ୍ଟିର ସହିତ ସମାଧାନ କରନ୍ତି ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କ ବ୍ୟବସାୟ ସୀମାହୀନ ଭାବେ ବଢି ଚାଲିବ । ଦିନ ସାରା ଆପଣଙ୍କ ଆର୍ଥିକ ଲାଭ ଆସି ଆପଣଙ୍କୁ ଖୁସି ଦେବ । ଚାଲୁଥିବା କାମରୁ ସକାରାତ୍ମକ ସଙ୍କେତ ମିଳିବ । ଆପଣଙ୍କ ବିଶେଷଜ୍ଞ ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମୂଲ୍ୟବାନ ହେବ । କହିବାକୁ ଗଲେ ଆଜି ଦିନଟି କ୍ରିୟାକଳାପପୂର୍ଣ୍ଣ ରହିବ । ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ କଟିବ । ଅନେକ ଆମୋଦ ପ୍ରମୋଦ ଏବଂ ହସମଜା ହେବାର ଅଛି । ସାମାଜିକ ଏକତ୍ରିକରଣ ଏବଂ ଘଟଣାରେ ଆପଣ ବିଭିନ୍ନ ସାଂସ୍କୃତିତ ଲୋକଙ୍କ ସହିତ ମିଶିବା ସୁଯୋଗ ପାଇବେ ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ଆଜି ଆପଣ ପୂର୍ବରୁ ସମ୍ପର୍କଗୁଡିକରେ କରିଥିବା ଭୁଲ ସୁଧାରିବା ସମୟ ସେଥିପାଇଁ ଆପଣ ଆଜି ସମ୍ପର୍କୀୟ ଓ ସହକର୍ମୀମାନଙ୍କ ସହିତ ସମ୍ପର୍କ ଭଲ କରିବାରେ ଧ୍ୟାନ ଦେବେ । କିନ୍ତୁ ଆପଣଙ୍କ ଚେଷ୍ଟା ସତ୍ତ୍ଵେ ପାରିବାରିକ କନ୍ଦଳ ହୋଇପାରେ । ଅପ୍ରିୟ ପଡୋଶୀମାନଙ୍କୁ ଦୂରରେ ରଖି ଆପଣ କିଛି ସମସ୍ୟାରୁ ମୁକ୍ତ ରହିପାରିବେ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବ । ପାର୍ଟ୍‌ନର୍‌ ଏବଂ ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଉତ୍ତମ ଶରୀର ସୁନିଶ୍ଚିତ ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଜଣେ ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ ବ୍ୟକ୍ତି ଓ କଠୋର ସମୟରେ ମଧ୍ୟ ଆପଣ ଧ୍ୟାନ କେନ୍ଦ୍ରିତ ରଖନ୍ତି । ନିରନ୍ତର ଖୁସି ରହି ସକାରାତ୍ମକ ମନୋଭାବ ରଖି ଆପଣ କାର୍ଯ୍ୟକ୍ଷେତ୍ରରେ ଓ ଘରେ ଉଭୟ ସ୍ଥାନରେ ଲୋକମାନଙ୍କ ହୃଦୟ ଓ ମନ ଜିତିପାରିବେ । ଏପରି ସନ୍ତୁଷ୍ଟି ଓ ଖୁସି ଭାବନା ଯୋଗୁଁ ଆପଣ ବହୁତ ଭଲ କାମ କରିବାକୁ ପ୍ରୋତ୍ସାହିତ ହେବେ । ଖୁସି ବାଣ୍ଟି ଚାଲନ୍ତୁ । ଆପଣ ଆଜି ଭାଇଭଉଣୀମାନଙ୍କ ସହ ଯାତ୍ରାରେ ଯାଇପାରନ୍ତି । ଫଳରେ ଆପଣ ହସଖୁସିରେ ସେମାନଙ୍କ ସହ ସମୟ ବିତଇବେ । ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଏକାଠି ହେବାର ସମ୍ଭାବନା ଅଧିକ ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ଆଜି ଆପଣ ସମୟ ସମାନ ଭାବରେ ଭାଗ କରିବେ ଓ ଉଭୟ ଘରେ ଓ କାର୍ଯ୍ୟସ୍ଥଳରେ ଭଲ କରିବେ । ସେଥିପାଇଁ ଅଫିସରେ ଆପଣଙ୍କୁ ଦିଆଯାଇଥିବା କାମ ପାଇଁ ଆପଣ ସଠିକ ଲୋକ ବୋଲି ପ୍ରମାଣିତ କରିବା ସମୟ ଘରେ ସଠିକ ପାରିବାରିକ ବ୍ୟକ୍ତି ବୋଲି ନିଜକୁ ସ୍ଥାପିତ କରିବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ତତ୍‍ ସଙ୍ଗେ ସଙ୍ଗେ ଆପଣ ନିଜର ଜୀବନସାଥୀ ପାଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.