ETV Bharat / snippets

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; 2 ଯବାନ ଶହୀଦ

author img

By ETV Bharat Odisha Team

Published : Aug 10, 2024, 9:04 PM IST

ANANTNAG ENCOUNTER
ANANTNAG ENCOUNTER (ETV Bharat)

ଶ୍ରୀନଗର: ପୁଣି ଅଶାନ୍ତ ସୀମା । ଜମ୍ମୁକାଶ୍ମୀର ଅନନ୍ତନାଗ ଜିଲ୍ଲାରେ ମୁହାଁମୁହିଁ ହେଲେ ଭାରତୀୟ ଯବାନ ଓ ଆତଙ୍କବାଦୀ । ଏହି ଏନକାଉଣ୍ଟରରେ 2ଜଣ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ନାଗରିକ ଆହତ ହୋଇଛନ୍ତି । ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ଖବର ପାଇବା ପରେ ସେନାର 19RR ଓ ସିଆରପିଏଫ ଯବାନ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଭାରତୀୟ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସୂଚନା ଥାଉ କି ପୁଞ୍ଚ, ରଜୌରି, ଦୋଡା, କଠୁଆ, ରିୟାସି ଓ ଉଧମପୁର ଜିଲ୍ଲାରେ ଆତଙ୍କ ନିରୋଧୀ ଅଭିଯାନରେ ସେନା ପକ୍ଷରୁ 4000ଯବାନଙ୍କୁ ନିୟୋଜିତ କରାଯାଇଛି । ଏହି ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଜମ୍ମୁକାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ; ଯବାନ ଶହୀଦ, ଜଣେ ଆତଙ୍କୀ ନିପାତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.