ETV Bharat / technology

ମାର୍କେଟକୁ ଆସିଲା ଆଉ ଏକ ଦମଦାର କାର; ଲଞ୍ଚ ହେଲା Hyundai ALCAZAR - Hyundai ALCAZAR launched

author img

By ETV Bharat Tech Team

Published : Sep 10, 2024, 3:59 PM IST

Hyundai ALCAZAR launched: ସୋମବାର ବଜାର ଭିତରକୁ ପ୍ରବେଶ କରିଛି ହୁଣ୍ଡାଇର ନୂଆ କାର ଅଲ୍କାଜାର । ଏହି ପାୱାରଫୁଲ SUV ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ଆସିଥିବା ବେଳେ ଗ୍ରାହକଙ୍କୁ ଅଦ୍ଭୁତ ଅନୁଭବ ଦେବ । ବିଶେଷ କରି ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାରକୁ ଡିଜାଇନ କରାଯାଇଛି । ଅଧିକ ପଢନ୍ତୁ

Hyundai ALCAZAR launched
Hyundai ALCAZAR launched (Photo- Hyundai India)

ହାଇଦ୍ରାବାଦ: ଚଳିତ ମାସରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏହାକୁ ନଜରରେ ରଖି ବଜାର ପ୍ରବେଶ କରି ଦକ୍ଷିଣ କୋରିଆ ଅଟୋମୋବାଇଲ ନିର୍ମାତା କମ୍ପାନୀ ହୁଣ୍ଡାଇର ଏକ ନୂଆ କାର । ଏହି ନୂଆ SUVର ନାମ ରହିଛି ହୁଣ୍ଡାଇ ଅଲ୍କାଜାର (Hyundai ALCAZAR) । ଏହାର ବିଶେଷତା ହେଉଛି ଗ୍ରାହକଙ୍କୁ କାରଟି ପ୍ରିମିୟମ ଇଣ୍ଟରିୟର ଯୋଗାଉଛି । ଏହାସହିତ ଯାତ୍ରୀଙ୍କ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇ ଏହାକୁ ଡିଜାଇନକୁ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ 14.99 ଲକ୍ଷ ରଖାଯାଇଛି ।

ବୋଲ୍ଡ ନୂଆ ହୁଣ୍ଡାଇ ALCAZAR କାର ପ୍ରତ୍ୟେକ କ୍ଷେତ୍ରରେ ଆକର୍ଷଣୀୟ । ଏହାର ଆକର୍ଷଣୀୟ ନୂତନ ଡାର୍କ କ୍ରୋମ୍ ରେଡିଏଟର ଗ୍ରୀଲ୍ ଡିଜାଇନ୍ ଏହାକୁ ଅଧିକ ଆକର୍ଷଣୀୟ କରୁଛି । ଏଥିରେ ଥିବା କ୍ବାଡ୍ ବିମ୍ LED ହେଡଲ୍ୟାମ୍ପ ଟେକ୍ନୋଲୋଜି ଆପଣଙ୍କୁ ଘନ ଅନ୍ଧକାରରେ ମଧ୍ୟ କୌଣସି ଅସୁବିଧାରେ ପକାଇବ ନାହିଁ । ଆଗରେ ହରାଇଜନ୍ ଏଲଇଡି ପୋଜିସନିଂ ଲ୍ୟାମ୍ପ ଥିବା ବେଳେ ପଛରେ ମଧ୍ୟ ସମାନ ଏଲଇଡି ଲ୍ୟାମ୍ପ ରହିଛି । କଳା ରଙ୍ଗରେ ମାର୍କେଟକୁ ଆସିଥିବା ଏହି କାରଟି ଆଡଭେଞ୍ଚର ଲୁକ୍‌ ପ୍ରଦାନ କରୁଛି ।

Hyundai ALCAZAR
Hyundai ALCAZAR (Photo- Hyundai India)

Hyundai ALCAZARର ଫିଚର୍ସ:-

  • ଡାର୍କ କ୍ରୋମ ରେଡିଏଟର ଗ୍ରିଲ
  • LED ଟେଲ୍‌ ଲ୍ୟାମ୍ପ
  • R18(D=462 mm) ହ୍ବିଲ
  • LED ଟର୍ଣ୍ଣ ସିଗ୍ନାଲ
  • Quad beam LED ହେଡଲ୍ୟାମ୍ପସ୍‌
  • ଡିଜିଟାଲ ଚାବି:- ଫୋନ ବ୍ୟବହାର କରି କାରକୁ Unlock କରିହେବ ।
  • ଭଏସ୍‌ ଦ୍ବାରା ପରିଚାଳିତ ସ୍ମାର୍ଟ ସନରୁଫ୍‌
  • ସ୍ମାର୍ଟଫୋନ Wireless ଚାର୍ଜିଂ
Hyundai ALCAZAR
Hyundai ALCAZAR (Photo- Hyundai India)

ଏହା ବି ପଢନ୍ତୁ- Low Maintenance Cars: କିଣନ୍ତୁ ଏହି କାର, ମରାମତିରେ ଖର୍ଚ୍ଚ କରିବାକୁ ପଡ଼ିବନି ଅଧିକ ଟଙ୍କା

Hyundai ALCAZAR
Hyundai ALCAZAR (Photo- Hyundai India)

ସେଫ୍ଟି ଫିଚର୍ସ:- ନିରାପତ୍ତା ବିଷୟରେ କହିବାକୁ ଗଲେ, ହୁଣ୍ଡାଇର ଏହି ନୂତନ SUVର ଟପ୍‌ ମଡେଲ୍ ସ୍ତର 2 ADASରେ 19 ସୁରକ୍ଷା ଫିଚର ମିଳିବ । ଏହି ଯାନରେ 70ରୁ ଅଧିକ ସୁରକ୍ଷା ଫିଚର ରହିଛି ଏବଂ 40ଟି ଷ୍ଟାଣ୍ଡାର୍ଡ ସୁରକ୍ଷା ଫିଚର ଯେପରିକି ପାହାଡିଆ ସ୍ଥାନରୁ ଅବତରଣ ଏବଂ ହିଲ୍‌ ଷ୍ଟାର୍ଟ ଆସିଷ୍ଟ କଣ୍ଟ୍ରୋଲ ଏହି SUVରେ ଉପଲବ୍ଧ ।

Hyundai ALCAZAR
Hyundai ALCAZAR (Photo- Hyundai India)

ଡିଜାଇନ:-

  • ହୁଣ୍ଡାଇର ଏହି ନୂଆ SUVର ଇଣ୍ଟରିୟର ଡିଜାଇନ ବେଶ ଆକର୍ଷଣୀୟ ହୋଇଛି । ଏହା ସମ୍ପୂର୍ଣ୍ଣ ଭାବେ ପ୍ରିମିୟମ ଲୁକ୍‌ ପ୍ରଦାନ କରୁଛି ।
  • ପୂର୍ବ ମଡେଲ ଅନୁସାରେ ନୂଆ ALCAZAR ଡିଜାଇନରେ ଅନେକ ପରିବର୍ତ୍ତନ କରାଯାଇଛି ।
  • ଫେସଲିଫ୍ଟ ମଡେଲରେ H ସେପ୍‌ LED ଡେ ଟାଇମ ରନିଂ ବା DRL ଦିଆଯାଇଛି । ଫ୍ରଣ୍ଟରେ ଏକ ବଡ଼ ଗ୍ରିଲ ରହିଛି । ବମ୍ପରରେ ସିଲଭର ଟ୍ରିମ ଘେରି ରହିଥିବା ଏୟାର ଇନଟେକ୍‌ ଦିଆୟାଇଛି ।
  • ସାଇଡ ପ୍ରୋଫାଇଲରେ ବିଶେଷ ପରିବର୍ତ୍ତନ ହୋଇନାହିଁ ।
  • ଅଲ୍କାଜାରରେ 18 ଇଞ୍ଚର ଆଲଏ ହ୍ବିଲ ଦିଆଯାଇଛି । ଯାହାକୁ ଏହାକୁ ବୋଲ୍ଡ ଲୁକ୍‌ ପ୍ରଦାନ କରୁଛି ।
Hyundai ALCAZAR
Hyundai ALCAZAR (Hyundai India)

ଏହା ବି ପଢନ୍ତୁ- Hyundai Creta Launched: ବ୍ଲାକ୍‌ ବୋଲ୍ଡ ଲୁକ୍‌ ସହ ଲଞ୍ଚ ହେଲା Cretaର Knight Edition; ଦାମ 14.51 ଲକ୍ଷ

ଇଞ୍ଜିନ ଡିଟେଲ୍ସ:-

  • ଏହି SUVରେ ISG ସହିତ 1.5 ଲିଟର ଟର୍ବୋ ଜିଡିଆଇ ପେଟ୍ରୋଲ ଇଞ୍ଜିନ ମିଳିବ । ଯାହା ଆପଣଙ୍କୁ 6 ସ୍ପିଡ ମ୍ୟାନୁଆଲ ଓ 7-ସ୍ପିଡ DCT ଟ୍ରାନ୍ସମିସନ ସହିତ ମିଳିବ ।
  • ମାଇଲେଜ ସମ୍ପର୍କରେ କହିଲେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପେଟ୍ରୋଲ ଇଞ୍ଜିନ 17.5kmph (ମ୍ୟାନୁଆଲ) ଓ 18kmpl (DCT ଭାରିଏଣ୍ଟ) ମାଇଲେଜ ଅଫର କରୁଛି ।
  • ଏହା ବ୍ୟତୀତ ISG ସହିତ 1.5 ଲିଟର U2 CRDi ଡିଜେଲ ଇଞ୍ଜିନ ମିଳିବ । ଡିଜେଲ ଭାରିଏଣ୍ଟରେ 6-ସ୍ପିଡ ଅଟୋମେଟିକ ଟ୍ରାନ୍ସମିସନ ରହିଛି । ମାଇଲଜେ ସମ୍ପର୍କରେ ଆଲୋଚନା କଲେ ଡିଜେଲ (ଅଟୋମେଟିକ) 1ଲିଟର ତେଲରେ 18.1kmpl ଅଫର କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.