ସାବଧାନ ! କାଠଯୋଡ଼ିରେ କୁମ୍ଭୀର, ଆତଙ୍କିତ କାଉଡ଼ିଆ - crocodile spotted in Kathajodi

By ETV Bharat Odisha Team

Published : Aug 3, 2024, 8:54 PM IST

thumbnail
CROCODILE SPOTTED IN KATHAJODI RIVER (ETV Bharat Odisha)

CROCODILE SPOTTED IN KATHAJODI  RIVER: କଟକ: କାଠଯୋଡ଼ିରେ କୁମ୍ଭୀର । କୁମ୍ଭୀରକୁ ଦେଖିବା ପାଇଁ ପୋଲ ଉପରେ ପ୍ରବଳ ଭିଡ । କଟକ-ତ୍ରିଶୂଳିଆକୁ ଯୋଡୁ ଥିବା ସୁଭାଷ ସେତୁ ଉପରେ କୁମ୍ଭୀର । ଏହାକୁ ଦେଖିବା ପାଇଁ ଲୋକଙ୍କର ଜମିଛି ଭିଡ । ବନ୍ୟା ପାଣିରେ କୁମ୍ଭୀରଟି ଆସିଥିବାର ଅନୁମାନ କରାଯାଉଛି । ତେବେ ଘଡ଼ିଆଳ କୁମ୍ଭୀରଟି ପାଣିରୁ ଉଠି ନଈ ବାଲି ଉପରକୁ ଆସିଥିବା ହେତୁ ଲୋକଙ୍କ ମଧ୍ୟରେ ଏହାକୁ ଦେଖିବାକୁ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି । କୁମ୍ଭୀରଟିକୁ ଦେଖିବା ପାଇଁ ପୋଲ ଉପରେ ଲୋକ ମାନେ ଗାଡ଼ି ଥୋଇ ଠିଆ ହୋଇ ଦେଖୁଛନ୍ତି । ଯାହାଫଳେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ସେପଟେ ଶ୍ରାବଣ ମାସରେ ବୋଲବମ୍ ଚାଲିଥିବାରୁ ଏହି କୁମ୍ଭୀରକୁ ଦେଖି କାଉଡ଼ିଆ ମାନେ ଭୟଭୀତ ରହିଥିବା କହିଛନ୍ତି କାଉଡ଼ିଆ । ହେଲେ ଏହି କୁମ୍ଭୀରଟି କେଉଁଠୁ ଆସିଛି ତାହା ଜଣାପଡ଼ିନାହିଁ ।

ଏହା ମଧ୍ୟ ପଢନ୍ତୁ.....ଆଶ୍ଚର୍ଯ୍ୟ ! 25 ଫୁଟ ବିଦ୍ୟୁତ ଖୁଣ୍ଟ ଉପରେ କୁମ୍ଭୀର ଛୁଆ, ଭିଡ଼ିଓ ଭାଇରାଲ - Crocodile On Electric Pole 

ଏହା ମଧ୍ୟ ପଢନ୍ତୁ ....ସାତକୋଶିଆ କୁମ୍ଭୀର ଆକ୍ରମଣରେ ନାବାଳକ ମୃତ, ୬ ଲକ୍ଷ ସହାୟତା ରାଶି ଘୋଷଣା - crocodile attack in satkosia

A Gharial crocodile was sighted in the Kathajodi River Cuttack Odisha
ଇଟିଭି ଭାରତ, କଟକ   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.