ETV Bharat / sports

You Tube ରେ ରୋନାଲ୍ଡୋଙ୍କ ଧମାକାଦାର ଏଣ୍ଟ୍ରି; ଦେଢ ଘଣ୍ଟାରେ ଭାଙ୍ଗିଲେ ଓ୍ବାର୍ଲ୍ଡ ରେକର୍ଡ, ଚୁଟକିରେ ମିଲିଅନ୍ ମିଲିଅନ୍ ସବସ୍କ୍ରାଇବର୍ସ, ଜାଣନ୍ତୁ ଚ୍ୟାନେଲ୍ ନାଁ.. - cristiano ronaldo joins YouTube

author img

By ETV Bharat Sports Team

Published : Aug 22, 2024, 1:07 PM IST

Updated : Aug 22, 2024, 3:11 PM IST

Portugal's veteran footballer Cristiano Ronaldo opened the YouTube channel and created the record for the fastest to 1 million subscribers: ୟୁଟ୍ୟୁବରେ ରୋନାଲ୍ଡୋଙ୍କ ଧମାକାଦାର ଏଣ୍ଟ୍ରି ମାରିଛନ୍ତି । ଗୋଟିଏ ଦିନରେ ଚ୍ୟାନେଲ ସବସ୍କ୍ରାଇବ କରଛନ୍ତି ମିଲିଅନ ମିଲିଅନ ୟୁଜର୍ସ । ପ୍ରଥମ ଭିଡିଓ ଦେଖିଲେ ଏତିକି ୟୁଜର୍ସ । ଅଧିକ ପଢନ୍ତୁ

Cristiano Ronaldo
Cristiano Ronaldo (AFP and twitter photo)

ହାଇଦ୍ରାବାଦ: ଓ୍ବାର୍ଲ୍ଡ ଫୁଟବଲର ଶ୍ରେଷ୍ଠ ଫୁଟବଲ ତାରକାଙ୍କ ମଧ୍ୟରୁ ଅନ୍ୟତମ ତଥା ପର୍ତୁଗାଲର ଭେଟେରାନ ଫୁଟବଲ ଖେଳାଳି ହେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ । ସେ ମାତ୍ର ଦେଢ ଘଣ୍ଟାରେ ଏପରି ଓ୍ବାର୍ଲ୍ଡ ରେକର୍ଡ କରିଛନ୍ତି ଯାହା ଅନ୍ୟମାନଙ୍କୁ ବର୍ଷ ବର୍ଷ ଲାଗିଥାଏ । ମାତ୍ର 90 ମିନିଟରେ ସୋସିଆଲ ମିଡିଆ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ଏକ ମିଲିଅନରୁ ଅଧିକ ତାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି । ଆଉ ଗୋଟିଏ ଦିନ ନପୁରୁଣୁ ଚ୍ୟାନେଲ ଖୋଲିବାକୁ, ୟୁଟ୍ୟୁବ ଦେଇଛି ଗୋଲ୍ଡେନ ପ୍ଲେ ବଟମ ।

Cristiano Ronaldo
Cristiano Ronaldo (AP)

ଏହା ବି ପଢନ୍ତୁ- ଓଡ଼ିଶାରେ ହକି ହିରୋ: ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଦେଖନ୍ତୁ କାହାକୁ ମିଳିଲା କେତେ - Odisha CM felicitate Hockey Players

ବୁଧବାର ଲୋନାଲ୍ଡୋ ଚ୍ୟାନେଲ ଖୋଲୁ ଖୋଲୁ ଇତିହାସରେ ନିଜ ନାଁକୁ ଲିପିବଦ୍ଧ କରିଛନ୍ତି । ଏହା ୟ୍ୟୁଟ୍ୟୁବ ଇତିହାସରେ ସବୁଠୁ ଦ୍ରୁତତମ ଏକ ମିଲିଅନ ସବସ୍କ୍ରାଇବର୍ସ ରେକର୍ଡ । ବିଶ୍ବ ଫୁଟବଲ ଜଗତର ମାଷ୍ଟର, ଷ୍ଟାର, ଚାମ୍ପିଅନ ଖେଳାଳିଙ୍କ ଭିଡିଓକୁ ଫ୍ୟାନ୍ସ ୟୁଟ୍ୟୁବରେ ଦେଖିବା ସହିତ ସେୟାର କରିଛନ୍ତି ।

ଏହା ବି ପଢନ୍ତୁ-ଗାଙ୍ଗୁଲିଙ୍କୁ କଡ଼ା ସମାଲୋଚନା କଲେ ଶାମିଙ୍କ ପୂର୍ବତନ ପତ୍ନୀ; କହିଲେ... - Haseen Jahan Criticized Ganguly

ରୋନାଲ୍ଡୋ ନୂଆ ୟୁଟ୍ୟୁବ ଚ୍ୟାନେଲ ନାଁ ରଖିଛନନ୍ତି, UR Cristiano । ରୋନାଲ୍ଡୋ ଚ୍ୟାନେଲ ଖୋଲିବାର ଦିନକ ମଧ୍ୟରେ 11.5 ମିଲିଅନ ୟୁଜର୍ସ ଚ୍ୟାନେଲ ସବସ୍କ୍ରାଇବ କରିଛନ୍ତି । ଷ୍ଟାର ଫୁଟବଲ ଖେଳାଳି ସୋସିଆଲ ମିଡିଆରେ ଚ୍ୟାନେଲ ନେଇ ସୂଚନା ଦେଇଥିଲେ । ଖାଲି ୟୁଟ୍ୟୁବ ନୁହେଁ, ସୋସିଆଲ ମିଡିଆ ଏକ୍ସରେ 112.6 ମିଲିଅନ ଫଲୋର୍ସ, ଫେସବୁସରେ 170 ମିଲିଅନ ଫଲୋର୍ସ ଏବଂ ଇନଷ୍ଟାଗ୍ରାମରେ 636 ମିଲିଅନ ଫଲୋର୍ସ ଅଛନ୍ତି ।

ଏହା ବି ପଢନ୍ତୁ- ଘରୋଇ କ୍ରିକେଟରେ ବିଦେଶୀ ଖେଳାଳିଙ୍କୁ ମୌକା ଦେଉନି BCCI; ଜାଣନ୍ତୁ କାହିଁକି - BCCI DOMESTIC CRICKET RULES

"ଅପେକ୍ଷାର ଅନ୍ତ ଘଟିଛି । ମୋ @YouTube ଚ୍ୟାନେଲ ଆସିସାରିଛି । ସବସ୍କ୍ରାଇବ କରନ୍ତୁ ଏବଂ ମୋ ନୂଆ ଯାତ୍ରାରେ ସାମିଲ ହୁଅନ୍ତୁ," ରୋନାଲ୍ଡୋ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିଛନ୍ତି । ସେ ତାଙ୍କ ଚ୍ୟାନେଲ ନାମ ରଖିଛନ୍ତି, UR · Cristiano ।

ଏହା ବି ପଢନ୍ତୁ- ବିସିସିଆଇ ଛାଡ଼ିବେ ଜୟ ଶାହ ! ଖୁବଶୀଘ୍ର ଆଇସିସି ଅଧ୍ୟକ୍ଷ ପଦ ପାଇଁ ଭରିବେ ନାମାଙ୍କନ - Jay Shah may become ICC Chairman

ପର୍ତୁଗାଲର ଏହି 39 ବର୍ଷୀୟ ଷ୍ଟାର ଫୁଟବଲରଙ୍କ ପ୍ରଥମ ଭିଡିଓକୁ 7.95 ମିଲିଅନ ଲୋକ ମାତ୍ର 13 ଘଣ୍ଟା ମଧ୍ୟରେ ଦେଖିଛନ୍ତି । ରୋନାଲ୍ଡୋ ବିଶ୍ବ ଫୁଟବଲ ଜଗତରେ ସବୁଠୁ ବଡ ଷ୍ଟାର ଫୁଟବଲର । ସେ ବର୍ତ୍ତମାନ ସାଉଦି ପ୍ରୋ ଲିଗରେ ଏଆଇ ନାସାର ଟିମ୍ ପକ୍ଷରୁ ଖେଳୁଛନ୍ତି । ସେ ନିକଟରେ ମଧ୍ୟ ୟୁରୋକପ 2024ରେ ଭାଗ ନେଇଥିଲେ ।

Last Updated : Aug 22, 2024, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.