ଚିର ନିଦ୍ରାରେ ପଦ୍ମବିଭୂଷଣ ରାମୋଜୀ ରାଓ, ନଜର ପକାନ୍ତୁ ତାଙ୍କ ଅବିସ୍ମରଣୀୟ ମୁହୂର୍ତ୍ତ ଉପରେ - Ramoji Rao Passes Away - RAMOJI RAO PASSES AWAY
ଆମ ଗହଣରେ ଆଉ ନାହାନ୍ତି ମିଡିଆ ଜଗତର ମହାନାୟକ ଇଟିଭି ପ୍ରତିଷ୍ଠାତା ପଦ୍ମବିଭୂଷଣ ରାମୋଜୀ ରାଓ । ଆଜି ଭୋର୍ ୪ଟା ୫୦ ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଆସନ୍ତୁ ଦେଖିବା ତାଙ୍କର କିଛି ଅଭୁଲା ସୃତି ।
(RKC Archival)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 8, 2024, 5:00 PM IST