ETV Bharat / bharat

ଆଜିର ରାଶିଫଳ; ସଫଳତାର ସିଢି ଚଢିବେ ଏହି ରାଶି, ପଦୋନ୍ନତି ସହ ସାଉଁଟିବେ ପ୍ରଶଂସା - AJIRA RASIFALA

author img

By ETV Bharat Odisha Team

Published : Sep 2, 2024, 12:00 AM IST

Ajira Rasifala 2 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ; ସଫଳତାର ସିଢି ଚଢିବେ ଏହି ରାଶି, ପଦୋନ୍ନତି ସହ ସାଉଁଟିବେ ପ୍ରଶଂସା
ଆଜିର ରାଶିଫଳ; ସଫଳତାର ସିଢି ଚଢିବେ ଏହି ରାଶି, ପଦୋନ୍ନତି ସହ ସାଉଁଟିବେ ପ୍ରଶଂସା (ETV Bharat Odisha)
Ajira Rasifala
ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ନୁହେଁ । ଆପଣଙ୍କ ମାନସିକ ଉତ୍ତେଜନା ବୃଦ୍ଧି ଯୋଗୁଁ ଆଘାତ ପାଇପାରନ୍ତି । ତେଣୁ ସତର୍କତା ଅବଲମ୍ୱନ କରନ୍ତୁ । ଆପଣ ଆଶା କରିନଥିବା କିଛି ଘଟଣା ଘଟିପାରେ । ଚାପଯୁକ୍ତ କାମ ଗୁଡିକରୁ ଦୂରରେ ରୁହନ୍ତୁ, କାରଣ ଆଜି ସଂଧ୍ୟାରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ । ଚାକଚକ୍ୟକୁ ଗ୍ରହଣ କରନ୍ତୁ । ନିଜର ସମ୍ମାନ ହାନି ଘଟିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନିଜର ସମ୍ପତ୍ତି ସମ୍ୱନ୍ଧୀୟ କୌଣସି ସିଦ୍ଧାନ୍ତ ଆଜି ଆପଣ ନିଅନ୍ତୁ ନାହିଁ । ଆଜି ଆପଣ ପ୍ରତି ପଦକ୍ଷେପରେ ସତର୍କ ରୁହନ୍ତୁ ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: ଆଜି ଆପଣ ପରିବାର ସହିତ ଶାନ୍ତିରେ ବସିବେ । ଆପଣଙ୍କ ପରିପକ୍ଵତା ପରିବାର ମଧ୍ୟରେ ଥିବା ଭାବପୂର୍ଣ୍ଣ ସମସ୍ୟାଗୁଡିକ ସହଜରେ ସମାଧାନ କରିବାରେ ସାହାଯ୍ୟ କରିବ । ଶକ୍ତି ଓ ପ୍ରାଚୁର୍ଯ୍ୟକୁ ଆପଣ ଆଜି ନିବେଶ କରିବେ ଓ ଏହାର ଫଳ ଆପଣ ଆଗାମୀ ଦିନଗୁଡିକରେ ପାଇବେ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନ ଧୀର ଏବଂ ମନ୍ଥର କିନ୍ତୁ ଲଗାତାର ରହିବ । ତେଣୁ, ବ୍ୟସ୍ତ ହୁଅନ୍ତୁ ନାହିଁ ଯଦି କାର୍ଯ୍ୟ ସମାପ୍ତ କରିବା ପାଇଁ ସାଧାରଣରୁ ଅଧିକ ସମୟ ନେଉଛି । ଧୈର୍ଯ୍ୟ ରଖନ୍ତୁ । ଆଜି ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନେ ଆପଣଙ୍କର ଅନେକ ପ୍ରଶଂସା କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ଆସ୍ଥେ ଆସ୍ଥେ କମିଯାଇପାରେ । ତେଣୁ ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖଦାୟକ ହୋଇପାରେ ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ଆଜି ଆପଣଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଓ ଚିତ୍ତାକର୍ଷକ ଦିନ । ଆପଣ ଆପଣଙ୍କ ବସ୍‍ ଓ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ଶିଖିବେ ଓ ପାଇବେ । ସହକର୍ମୀ ଓ ଭାଇଭଉଣୀମାନେ ଆପଣଙ୍କୁ ସାହାଯ୍ୟର ହାତ ବଢେଇବେ । ଆପଣ କୌଣସି ଆଇନଗତ ଯୁଦ୍ଧ ଜିତିବା ବହୁତ କଷ୍ଟ ସେଥିପାଇଁ କୋର୍ଟ ବାହାରେ ବନ୍ଦୋବସ୍ତ କରିବା ଆପଣଙ୍କ ପାଇଁ ସବୁଠାରୁ ଭଲ ସୁଯୋଗ ହେବ । ଆପଣ ଦିନ ତମାମ ଚଳଚଞ୍ଚଳ ରହି ଆମୋଦ ପ୍ରମୋଦରେ ସମୟ କଟାଇବେ । ନିଜ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ବାହାରକୁ ଭ୍ରମଣରେ ଯାଇ ନିଜକୁ ପ୍ରମୋଦିତ କରିବା ଯୋଜନା କରିପାରନ୍ତି ।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ଆଜି ଆପଣଙ୍କ ଭିତରେ ଥିବା ବେପାରୀ ରୂପ ବାହାରକୁ ଆସିବ । ଲାଭଦାୟକ ସ୍ଥାନ ଦେଖିବାର ଆପଣଙ୍କ ଅଭିଜ୍ଞତା ଦ୍ଵାରା ଆପଣ ତୁରନ୍ତ ସୁଯୋଗଗୁଡିକ ଚିହ୍ନଟ କରିପାରିବେ ଓ ଶସ୍ତାରେ ଜିନିଷଗୁଡିକ କିଣି ଅଧିକ ଦରରେ ବିକ୍ରି କରି ଭଲ ଲାଭ ପାଇପାରିବେ । କାହା ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ଅସତ ବ୍ୟବହାର କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଶତୃତାକୁ ଆମନ୍ତ୍ରଣ କାରିପାରେ । ତେଣୁ ଭୁଲ ବୁଝାମଣାର ସମାଧାନ କରିଦିଅନ୍ତୁ । ଆଜି ଆଇନ ସମ୍ୱନ୍ଧୀୟ କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ । ବିଦେଶରୁ ଆସିଥିବା ଶୁଭ ଖବର ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କଟାଇବାକୁ ପ୍ରେରଣା ଯୋଗାଇପାରେ ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଯାହା ସ୍ପଷ୍ଟ ଜଣାପଡୁଛି ଆପଣ କିଛି ଲେଖା ଲେଖି କିମ୍ଵା କୌଣସି କଳା କାର୍ଯ୍ୟ କରିପାରନ୍ତି ଓ ସେଥିରେ ଆପଣଙ୍କୁ ବହୁତ ଭଲ ଫଳ ମିଳିବ । ଯେହେତୁ ସେଗୁଡିକ ଆପଣଙ୍କ ଉତ୍ସାହ, ଯଦି ସେଗୁଡିକ ଆପଣଙ୍କ ପାଇଁ ଏ ପର୍ଯ୍ୟନ୍ତ ବୃତ୍ତି ହୋଇନାହିଁ, ତେବେ ଆପଣ ସେହି କ୍ଷେତ୍ରଗୁଡିକରେ ସଉକ ପାଳିପାରନ୍ତି । ଅର୍ଥ ଲଗାଣ ଏବଂ ଅର୍ଥଲାଭ ଯୋଗ ଅଛି । ବ୍ୟବସାୟୀ ମାନେ ନିଜର ବ୍ୟବସାୟରେ ଉନ୍ନତି କରିବେ ଏବଂ ଅର୍ଥଲାଭ କରିବେ ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ଆପଣଙ୍କ ପରିବାର ପାଇଁ ଥିବା ଆପଣଙ୍କ ଚିନ୍ତା ସର୍ବୋପରି ରହିବ । ଆଜି ଆପଣ ନେଇଥିବା ସହାୟତା ଦାୟିତ୍ଵଗୁଡିକ ପୂରଣ କରିବେ । ଘରେ ଆପଣଙ୍କ ଭାଗ୍ୟ ସହିତ ସମସ୍ତ ଭଲ ଜିନିଷ ହେବା ଆରମ୍ଭ ହୋଇଥାଏ । ସରକାରୀ ଏବଂ ଆଇନ ସମ୍ବନ୍ଧୀୟ କାମ କରିବା ପାଇଁ ଆଜି ଶୁଭଦିନ ଅଟେ । ଲୋକମାନଙ୍କ ସହ ମିଳିମିଶି ବନ୍ଧୁତ୍ୱ ସ୍ଥାପନ କରନ୍ତୁ ,ଏହା ଆପଣଙ୍କୁ ସାହାଯ୍ୟ କରିବ । ମାଆଙ୍କ ସାନିଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ଆଜି କାମ ଓ ଘର ମଧ୍ୟରେ ଥିବା ସମ୍ପର୍କ ମଧ୍ୟରେ ଉପଯୁକ୍ତ ସନ୍ତୁଳନତା ଆପଣଙ୍କ ସର୍ବୋତ୍ତମ ରୂପ ବାହାରକୁ ଆଣିବ । ଆପଣ ଆପଣଙ୍କ କାର୍ଯ୍ୟସ୍ଥଳରେ ବସି ମୁଣ୍ଡ ଖଟେଇବାରେ ବହୁତା ସମୟ ଖର୍ଚ୍ଚ କରିବେ । ଅବଶ୍ୟ ସନ୍ଧ୍ୟା ସମୟରେ ମାନସିକ ବ୍ୟାୟାମ ବଦଳରେ ଆପଣ ବନ୍ଧୁ ଓ ପରିବାର ସହିତ ମଉଜ ମଜଲିସରେ ସମୟ କାଟିବେ । ନିଜର ଆର୍ଥିକ ସମାସ୍ୟାକୁ ଆଖି ଆଗରେ ରଖି ଖର୍ଚ୍ଚକୁ ସୀମିତ କରନ୍ତୁ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପାଇଁ ଆଜି ଶୁଭ ଦିନ ନୁହେଁ । ଆପଣ କିଛି ରାଜନୈତିକ ଘଟଣାରେ ସଂପୃକ୍ତ ହୋଇପାରନ୍ତି ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ବହୁ ସତର୍କତା ଅବଲମ୍ୱନ କରିବାକୁ ପଡିପାରେ । ଆପଣଙ୍କ ମାନସିକ ଉତ୍ତେଜନା କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ବାଧା ସୃଷ୍ଟି କରିବ । ତେଣୁ କୌଣସି ନୂତନ ଯୋଜନା ହାତକୁ ନିଅନ୍ତୁ ନାହିଁ । ଆପଣଙ୍କର ତିକ୍ତ ଭାବ ପ୍ରଦର୍ଶନ ଏବଂ ବାକ୍ୟାଳାପରେ ଅସଞ୍ଜମତା ଆପଣଙ୍କୁ ଅସୁବିଧାରେ ପକାଇବ । ତେଣୁ ଶାନ୍ତ ରୁହନ୍ତୁ । ମୂଲ୍ୟହୀନ ଚିନ୍ତାକୁ ମନରୁ ଦୂର କରିଦିଅନ୍ତୁ । ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ୍‍ ସମାଜରେ ଆପଣଙ୍କର ସମ୍ମାନହାନି ଘଟିବ । ସୁସ୍ଥ ରହିବାକୁ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଶୁଭଙ୍କର ଅଟେ । ସଫଳତା, ଭୌତିକ ଲାଭ, ଏବଂ ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ । ଆଜି ଆପଣଙ୍କ ଅନ୍ତର୍ଜ୍ଞାନ ବହୁତ ଭଲ ରହିବ, ଯାହା ଦ୍ଵାରା ଆପଣ ସମ୍ମାନ ଓ ମାନ୍ୟତା ପାଇବେ । କୌଣସି କାର୍ଯ୍ୟ ପାଇଁ ଚୁକ୍ତି ପତ୍ର ସ୍ୱାକ୍ଷରିତ ହେଲେ କିମ୍ବା କମିଶନ ଭାବରେ ବିପୁଳ ପରିମାଣର ଅର୍ଥ ଲାଭ ହେଲେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ। ମଉଜ ମଜଲିସରେ ଦିନ କଟିବ ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ବିଶେଷକରି ଜ୍ୟୋତିର୍ବିଦ, ଚିକିତ୍ସକ, ଆଧ୍ୟାତ୍ମିକ ମାର୍ଗଦର୍ଶନ ଓ ଗୁରୁମାନଙ୍କ ପାଇଁ ଏକ ଶୁଭ ଦିନ । ଆଜି ଆପଣଙ୍କୁ ଚ୍ୟାଲେଞ୍ଜ କରିବା ପୂର୍ବରୁ ଜଣେ ଦୁଇ ଥର ଭାବିବେ । ଆପଣଙ୍କ ଭାଷାକୋଷରେ ଲୋଭ ଶବ୍ଦ ନାହିଁ ଓ ଆଜି ଆପଣ ମାନବତା ପାଇଁ କାମ କରିବାକୁ ଅଧିକ ପ୍ରୋତ୍ସାହିତ ହେବେ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣ ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ, ପରିବାର ସହ ପ୍ରେମଭାବ ଏବଂ ହସଖୁସିରେ ସମୟ ବିତିବ ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଯଦି ଆପଣ ଏକ ଗୀତ ଲେଖିପାରିଲେ କିମ୍ୱା ବ୍ଲଗ୍‌ରେ ଏକ ପ୍ରଭାବଶୀଳ ପ୍ରବେଶ କରିପାରନ୍ତି । ଆପଣ ଏପରିକି ଏକ ନୂଆ କ୍ଷେତ୍ରକୁ ପ୍ରବେଶ କରିପାରନ୍ତି ଏବଂ ଆପଣଙ୍କ ପାଖରେ ଥିବା ଏକ ସୁନ୍ଦର କଳ୍ପନାତ୍ମକ ସୃଷ୍ଟି ଦୁନିଆକୁ ଉପକାର ସ୍ୱଦୃଶ ଦେଇପାରନ୍ତି । ଆପଣଙ୍କ ସାଥୀଙ୍କ ଉପରେ ପ୍ରଶଂସା କରିପାରନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହେବ । ଛାତ୍ର ଏବଂ ସେମାନଙ୍କର ଶିକ୍ଷା ପାଇଁ ଏକ ଉତ୍କୃଷ୍ଟ ସମୟ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.