ETV Bharat / bharat

ଆଜିର ରାଶିଫଳ: ଜଟିଳ ସମସ୍ୟା ଦେଇ ଗତି କରିପାରନ୍ତି ଏହି ରାଶିର ବ୍ୟକ୍ତି, ଏମାନେ ପାଇବେ ସଫଳତା - Daily Horoscope

author img

By ETV Bharat Odisha Team

Published : Sep 15, 2024, 12:01 AM IST

Ajira Rasifala: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ଧନପ୍ରାପ୍ତି ଯୋଗ । କେଉଁ ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ । କେଉଁମାନେ ଭୋଗିବେ ଶାରୀରିକ ଓ ମାନସିକ ପୀଡ଼ା । କେଉଁମାନେ ହେବେ ଖର୍ଚ୍ଚାନ୍ତ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ
ଆଜିର ରାଶିଫଳ (ETV Bharat Odisha)
ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ମେଷ: ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ଦିନ ହେବ । ପାରିପାର୍ଶ୍ବିକ ବାତାବରଣ ଶାନ୍ତ ରହିବ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ । ଆୟର ଉତ୍ସ ମିଳିବ । କର୍ମନିଷ୍ଠ ହେବେ । ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ । ବ୍ୟବସାୟରେ ଲାଭ ହେବ । ମାନସିକ ଓ ଶାରୀରିକ ଭାବରେ ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି ବାହାରକୁ ବୁଲାବୁଲି କରିବାକୁ ଯାଇପାରନ୍ତି । ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ । ସନ୍ଧ୍ୟା ସମୟରେ ସତର୍କ ରୁହନ୍ତି । ଏହି ସମୟରେ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ବୃଷ: ସ୍ବଚ୍ଛ ମନୋବୃତ୍ତି ପାଇଁ ଆପଣ ସମ୍ମାନିତ ହେବେ । ମାନସିକ ସ୍ଥିରତା, ସ୍ପଷ୍ଟତା ଏବଂ ଶାନ୍ତତାର ଲାଭ ଅନେକ ରହିଛି । ପଛକଥା ଛାଡି ଆଗକୁ ଯିବା ମନୋବୃତ୍ତି ରଖିବେ । ହସ, କୌତୁହଳ କରିବେ ଏବଂ ଅନ୍ୟମାନଙ୍କ ବିଷୟରେ ବ୍ୟସ୍ତ ନହୋଇ ନିଜ କାମ ନିଜେ କରିଚାଲିବେ । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସୀ ଏବଂ ଆନନ୍ଦ ଦେବ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିବ । କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଫିସର ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ । ମଧୁର ଭାଷୀ, ଶାନ୍ତିପ୍ରିୟ, ସହନଶୀଳ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

ମିଥୁନ: ସମସ୍ତ ଦୁଃଶ୍ଚିନ୍ତାକୁ ଦୂର କରିବେ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ନାହିଁ । ଆଜି ଅଧିକ ରାଗିଯିବା ଭଲ ନୁହଁ, ଏହା ତୁମ ଚରିପାଖେ ଥିବା ଲୋକମାନଙ୍କ ସହ ସମ୍ବନ୍ଧରେ ବାଧା ଉପୁଜାଇ ପାରେ । ନିଜ ଖର୍ଚ୍ଚ ଉପରେ କଟକଣା ରଖନ୍ତୁ । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ । କାହାକୁ କ'ଣ କହୁଛନ୍ତି ତାହା ଜାଣିପାରିବେ ନାହିଁ । ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିପାରେ । କଠିନ ପରିଶ୍ରମ କରି ମଧ୍ୟ ଆଶାତିତ ଲାଭ ପାଇବେ ନାହିଁ । ପରିବାରର ସଦସ୍ୟଙ୍କ ସହ ମତାନ୍ତର ଓ ମନୋମାଳିନ୍ୟ ଘଟିପାରେ, ତେଣୁ ସେମାନଙ୍କୁ ଶାନ୍ତ ମନରେ ବୁଝାବୁଝି କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

କର୍କଟ: ଆଜି ନିଷ୍ଠା ଓ ଉଦ୍ୟମରେ ଆପଣଙ୍କର ଯୋଜନା ଅନୁଯାୟୀ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଆପଣଙ୍କର ଆର୍ଥିକ ସମସ୍ୟାରେ ଦେଖାଦେଇପାରେ । କିନ୍ତୁ ଆପଣଙ୍କ ଯୋଜନା ମୁତାବକ ସହଜରେ କାର୍ଯ୍ୟ କରିପାରିବେ । ସହକର୍ମୀ ଏବଂ ସହଯୋଗୀ ସାମାନ୍ୟ କଟୁ ବ୍ୟବହାର କରିବେ । ଆପଣଙ୍କର ବନ୍ଧୁ ଏବଂ ଶୁଭଚିନ୍ତକ ଆପଣଙ୍କୁ ଖୁସି ରଖିବେ । ନିଜ ରାଗକୁ ନିୟନ୍ତ୍ରଣରେ ରଖିଲେ ପରିବାର ମଧ୍ୟରେ ଝଗଡା ଆପେ ଆପେ ଟଳିଯିବ । କୌଣସି ବ୍ୟକ୍ତିଙ୍କୁ ଟଙ୍କା ଧାର ଦେଉଥିଲେ ସେଥିପ୍ରିତି ଯଥେଷ୍ଟ ସଚେତନ ରହୁନ୍ତୁ । ଅତି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ । ଅପଣଙ୍କ ସରଳତାର ଫାଇଦା ଉଠାଇପାରନ୍ତି । ଆଜି ଆପଣଙ୍କ ପ୍ରିୟ ଠାକୁରଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜି ମିଶ୍ରିତ ଫଳ ରହିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

ସିଂହ: କମ୍‌ ସମୟ ମଧ୍ୟରେ ଅଧିକ ଲାଭ ପାଇବେ । ମାତ୍ର ଅତ୍ୟଧିକ ଲୋଭ କରନ୍ତୁ ନାହିଁ । ଆଜି ସମସ୍ତ ପ୍ରକାର ଆଇନଗତ କାର୍ଯ୍ୟକଳାପରୁ ଦୁରେଇ ରୁହନ୍ତୁ । ଆର୍ଥିକ କାରବାର କରିବା ବେଳେ ସାବଧାନତା ଅବଲମ୍ବନ କରିବେ । ଆଜି ଆପଣଙ୍କର ଏକାଗ୍ରତାରେ ହାନି ହୋଇପାରେ । ଫଳରେ ଆପଣ ଆପଣଙ୍କ କାର୍ଯ୍ୟରେ ଅତି ଉତ୍ତମ ପ୍ରଦର୍ଶନ କରିପାରିବାରେ ସକ୍ଷମ ହୋଇ ନପାରନ୍ତି । ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ । ଧ୍ୟାନ ସହକାରେ କାର୍ଯ୍ୟ କଲେ ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ । ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ପରିବାର ଲୋକଙ୍କ ସହ ସହନଶୀଳ ବ୍ୟବହାର କରନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

କନ୍ୟା: ପ୍ରତ୍ୟେକ କ୍ଷେତ୍ର, ବ୍ୟକ୍ତିଗତ, ପେଶାଗତ କିମ୍ୱା ସାମାଜିକ ହେଉ ଆପଣ ପ୍ରଭାବଶୀଳ ରହିବେ । ବିପୁଳ ଅର୍ଥ ଲାଭ ହେବ । ପେଶାଦାରଙ୍କ ପାଇଁ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । ଆଜି କୌଣସି ପ୍ରକାର ଭୁଲ ହେବ ନାହିଁ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମାପ୍ତ ହୋଇପାରିବ । ଅଫିସରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ । ନିଜ କାର୍ଯ୍ୟପାଇଁ ପ୍ରଶଂସିତ ହେବେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ । ଘରେ ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ । ଅଫିସ୍‌ରେ ପରିବେଶ ଅନୁକୂଳ ରହିବ । ଜଙ୍କ୍‌ଫୁଡ୍‌ ବିଶେଷ କରି ବାହାର ଖାଦ୍ୟ ଠାରୁ ଦୁରେଇ ରହନ୍ତୁ, ଫଳରେ ସ୍ୱାସ୍ଥ୍ୟ ଭଲ ରହିବ । ବିଦ୍ୟାର୍ଥୀ ପାଠପଢାରେ ଉନ୍ନତି କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ତୁଳା: ଆଜି ଜୀବନର କିଛି ଗଭୀର ସମସ୍ୟା ଜଟିଳ ହେବ । ଏହା ଜଟିଳ ସମସ୍ୟାରୁ ଜଟୀଳତର ହେବ, ଗ୍ରହ ସ୍ଥିତି କାରଣରୁ ଆପଣଙ୍କ ଦିନଟି ସେତେ ସହଜ ହେବନାହିଁ । ଅଧିକ ସହଜରେ ଦୁଃଖି ହୋଇଯାଉଥିବା କାରଣରୁ ଏହା ହୋଇପାରେ । ତେଣୁ ଧର୍ଯ୍ୟହରା ହେବା ସହ ନିଜେ ଭାରସାମ୍ୟ ହରାଇବ । ପ୍ରିୟଜନଙ୍କ ସହ ଯୁକ୍ତିତର୍କ ହେବ। ଶାରୀରିକ ଅସୁସ୍ଥତା ଲାଗି ରହିବ । ଚିଡଚିଡ଼ା ସ୍ବଭାବର ହେବ । କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ । ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍‌ କରିଦେବ । କିନ୍ତୁ ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଉନ୍ନତି ହେବ । ଘରେ ଆପଣ କଳହ ଏବଂ ଅର୍ଥହୀନ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । ବିଶେଷ କରି ଯେଉଁମାନେ ବ୍ୟବସାୟରେ ବ୍ୟସ୍ତ ଅଛନ୍ତି ଦିନଟି ତାଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବୃଦ୍ଧି ଆସିପାରେ । ଅତି ବଡ ଧରଣର ସଫଳତା ଆଣିଦେଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ବରିଷ୍ଠ ସହକର୍ମୀମାନଙ୍କଠାରୁ ସହଯୋଗ ପାଇପାରନ୍ତି । ଘରର ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ । ଈଶ୍ବର ବିଶ୍ବାସୀ ହେବେ । ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଯେକୌଣସି କାର୍ଯ୍ୟରମ୍ଭ ପାଇଁ ଆଜି ଏକ ସୁନ୍ଦର ସୁଯୋଗର ଦିନ ଅଟେ । ଦିନସାରା ଆନନ୍ଦ ଅନୁଭବ କରିବେ । ମନ ପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟାକୁ ନେଇ ତୁମେ ଜୀବନସାଥିଙ୍କ ସହ ଆଲୋଚନା କରିବ । ଯାହା ଫଳପ୍ରଦ ହେବ । ଜାତକରେ ଆର୍ଥିକ ସ୍ଥିତି ମଜଭୁତ, ଏବଂ ସମ୍ପୂର୍ଣ୍ଣ ଭାଗ୍ୟଶାଳୀ ଦେଖାଯାଉଛି । ସାଙ୍ଗମାନଙ୍କ ସହିତ ଛୋଟିଆ ଯାତ୍ରା ଖୁସିଦାୟକ ହେବ ଏବଂ ଏକ ଚିନ୍ତା କରିନଥିବା କାର୍ଯ୍ୟକ୍ଷେତ୍ରରୁ ବିଜୟ ମିଳିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ପ୍ରତ୍ୟେକ କ୍ଷେତ୍ରରୁ ଲାଭ ମିଳିବ । ସାଧାରଣତଃ ମାନସିକ ଏବଂ ଶାରୀରିକ ସୁସ୍ଥତା ରହିବ । ନିଜର କାର୍ଯ୍ୟ ସିଦ୍ଧି ହାସଲ କରିବେ । ଈଶ୍ବରଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ଦିନଟି ସୁଖରେ ନିଜ ଲୋକମାନଙ୍କ ସହ କଟିବ । ବନ୍ଧୁ ବାନ୍ଧବଙ୍କ ଆଗମନରେ ଦିନଟି ଆନନ୍ଦରେ ଅତିବାହିତ ହେବ । ସାହସୀ ଓ ଜ୍ଞାନୀ ହେବେ । ସ୍ବାଭିମାନୀ ହେବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷାରେ ମନ ନିବେଷ କରିବେ । ଆଜି ପ୍ରଚୁର ଅର୍ଥ ସମାଗମର ସୁଯୋଗ ଅଛି । ଅବିବାହିତମାନେ ନିଜର ଜୀବନସାଥି ପାଇବାର ସମ୍ଭାବନା ଅଛି । ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ରହିବେ। ଉପରସ୍ଥ କର୍ମଚାରୀମାନେ ଖୁସି ରହିବେ। ପଦୋନ୍ନତି ହେବାର ଆଶା ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

ମକର: ଆପଣଙ୍କ ଗ୍ରାହସ୍ଥ୍ୟ ପାରିବାରିକ ସମ୍ପର୍କ ଅସାମାନ୍ୟ ହୋଇପାରେ । କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଖିସି ଦେଇପାରେ । ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣଙ୍କର ପଦୋନ୍ନତି ହୋଇପାରେ । ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହାହେଲେ ଅତ୍ୟଜ୍ଜଳ ଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ । ସନ୍ଧ୍ୟାରେ ଆପଣଙ୍କ ପତ୍ନୀଙ୍କ ସହ ଚଳଚିତ୍ର ଦେଖିବାକୁ ଯାଇପାରନ୍ତି କିମ୍ୱା ବନ୍ଧୁମାନଙ୍କ ସହ ରାତ୍ରିଭୋଜନର ମଜ୍ଜା ନେଇପାରନ୍ତି । ଆଜି ଦିନଟି ଯେତେ ମୌଜ ମଜଲିସ କରିବେ ତାହା ଆପଣଙ୍କୁ ଶାନ୍ତିପ୍ରଦାନ କରିବ । ଆଜି ଆପଣ ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‍ବୁଦ୍ଧ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଶାରୀରିକ ଏବଂ ମାନସିକ ଭାବରେ ଆଜି କ୍ଲାନ୍ତ ରହିବେ । ଆପଣଙ୍କ ପରିବାର ସଦସ୍ୟଙ୍କ ସାମ୍ନାରେ ମଧ୍ୟ ଆପଣ ଝୁକି ପାରନ୍ତି । ଟଙ୍କା ପଇସା ନିବେଶ କରିବା ଏବଂ ଆଇନ୍‌କାନୁନ୍‌ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ସାବଧାନତା ଅବଲମ୍ବନ କରିବେ । ଅଧିକା ଖର୍ଚ୍ଚ ହୋଇପାରେ । ବ୍ୟକ୍ତିଗତ କ୍ଷତି ହୋଇପାରେ । ଆପଣଙ୍କ କଥା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଦୂରଯାତ୍ରା କରୁଥିଲେ ସାବଧାନ ରୁହନ୍ତୁ । ଆଜି କୌଣସି ବଡ଼ କାର୍ଯ୍ୟ ଆରମ୍ଭ କରିବା ଆପଣଙ୍କ ପାଇଁ ଶୁଭ ହୋଇ ନ ପାରେ । ଅନୈତିକ ଏବଂ ବେଆଇନ୍‌ କାର୍ଯ୍ୟରୁ ଦୁରରେ ରୁହନ୍ତୁ । ନିଜ କଥା ଉପରେ ସଞ୍ଜମ ରଖନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ମୀନ: ଆଜି ଆକସ୍ମିକ ଭାବରେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ପିଲା ସମ୍ବନ୍ଧରେ ଭଲ ଖବର ଶୁଣିପାରନ୍ତି । ପିଲାବେଳର ସଙ୍ଗ ସହ ଦେଖା ହୋଇ ଆପଣ ନିଜର ଖୁସି ଅନୁଭବ କରିବେ । ଆପଣ ନୂଆ ବ୍ୟକ୍ତିମାନଙ୍କର ବନ୍ଧୁ ହୋଇପାରନ୍ତି, ଯେଉଁମାନେ କି ଭବିଷ୍ୟତରେ ଲାଭଦାୟୀ ହୋଇପାରନ୍ତି । ସାମାଜିକ ଘଟଣା ପାଳନ କରାଯାଇପାରେ । ଆପଣଙ୍କୁ ସ୍ବାଦିଷ୍ଟ ଖାଦ୍ୟ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । କାର୍ଯ୍ୟରେ ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରବେ । ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ । ବନ୍ଧୁଙ୍କୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି । ବ୍ୟବସାୟିକ ଉନ୍ନତି କରିବେ । କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟଗତ ସମସ୍ୟା ଦୂର ପାଇଁ ଧ୍ୟାନ ଦେବେ । ପିରବାର ମଧ୍ୟରେ ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି ସନ୍ଧ୍ୟା ବେଳକୁ କିଛି ଖୁସି ଖବର ମିଳିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.