ଓଡିଶା

odisha

ETV Bharat / snippets

୨୪ ବର୍ଷ ଧରି ଗାଳି ଶୁଣି ଶୁଣି ମୁଁ ଗାଳି ପ୍ରୁଫ ହୋଇଗଲିଣି: ପ୍ରଧାନମନ୍ତ୍ରୀ ମୋଦି

By ETV Bharat Odisha Team

Published : May 28, 2024, 8:14 PM IST

Updated : May 28, 2024, 8:31 PM IST

PM Modi Become Gaaliproof
PM Modi Become Gaaliproof (ETV Bharat)

ନୂଆଦିଲ୍ଲୀ: ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୧ରେ ଶେଷ ପର୍ଯ୍ୟାୟ ଭୋଟିଂ ଥିବା ବେଳେ ବିରୋଧୀଙ୍କ ଲଗାତାର ସମାଲୋଚନାକୁ ନେଇ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, "ନିର୍ବାଚନ ହେଉ କିମ୍ବା ନ ହେଉ ବିରୋଧୀମାନେ ଗାଳି ଦେବା ଅଧିକାର କେବଳ ତାଙ୍କ ପାଖରେ ଅଛି ବୋଲି ବିରୋଧୀ ଭାବୁଛନ୍ତି । ସେମାନେ ନିରାଶ ଓ ହତାଶ ହୋଇ ପଡିଛନ୍ତି । ଗାଳି ଦେବା ଓ ଅପଶବ୍ଦ କହିବା ସେମାନଙ୍କର ସ୍ବଭାବ ହୋଇଗଲାଣି । ମୁଁ ଗତ ୨୪ ବର୍ଷ ହେଲା ଗାଳି ଶୁଣି ଶୁଣି ଆସୁଛି । ଏଥିରେ ମୋତେ କିଛି ଫରକ ପଡୁନି । ଗାଳି ଶୁଣି ଶୁଣି ମୁଁ ବର୍ତ୍ତମାନ ଗାଳି ପ୍ରୁଫ ହୋଇଗଲିଣି ।"

Last Updated : May 28, 2024, 8:31 PM IST

ABOUT THE AUTHOR

...view details