ହାଇଦ୍ରାବାଦ:ମୋବାଇଲ ଫୋନକୁ ଆକ୍ଟିଭ ରଖିବାକୁ ହେଲେ ସେଥିରେ ରିଚାର୍ଜ କରିବା ନିହାତି ଆବଶ୍ୟକ । ଆକ୍ଟିଭ ରିଚାର୍ଜ ପ୍ଲାନ ବ୍ୟତୀତ ଜଣେ ମୋବାଇଲରେ ଇଣ୍ଟରନେଟ ଚଲାଇବାଠୁ ଆରମ୍ଭ କରି କଥାବାର୍ତ୍ତା ହେବା ସବୁ ଏକପ୍ରକାର ଠପ୍ ହୋଇଯିବ । ଆଜିକାଲି ମହଙ୍ଗା ଯୁଗରେ ସମସ୍ତେ ଶସ୍ତା ରିଚାର୍ଜ କରିବାକୁ ଚାହୁଁଛନ୍ତି । ରିଲାଏନ୍ସ ଜିଓ ପକ୍ଷରୁ ଏପରି କିଛି ଶସ୍ତା ପ୍ଲାନ ରହିଛି ତନ୍ମଧ୍ୟରୁ 28ଦିନିଆ ରିଚାର୍ଜ ପ୍ଲାନଟା ଅଧିକ ଲୋକପ୍ରିୟତା ଅର୍ଜନ କରିଛି । ଆପଣ ନିଜ ଆବଶ୍ୟକ ଅନୁସାରେ ନିମ୍ନଲିଖି ପ୍ଲାନଗୁଡ଼ିକ ଉପରେ ବିଚାର କରିପାରିବେ । କିଛି ପ୍ଲାନରେ ମେମ୍ବରସିପ୍ ଆକ୍ସେସ ମଧ୍ୟ ମିଳିବ ।
- Jio 28 ଦିନିଆ ରିଚାର୍ଜ ପ୍ଲାନ:-
199 ଜିଓ ପ୍ଲାନ
ପ୍ୟାକ୍ ଭ୍ୟାଲିଡିଟି-28 ଦିନ
ଡେଟା- 2GB/month (4G)
କଲିଂ- ଅନଲିମିଟେଡ
SMS- 100 SMS/day
ମେମ୍ବରସିପ୍- JioTV, JioCinema, JioCloud
- ଜିଓ Rs. 249 ରିଚାର୍ଜ ପ୍ଲାନ
ପ୍ୟାକ୍ ଭ୍ୟାଲିଡିଟି- 28 ଦିନ
ଡେଟା- 28GB, 1GB/day