ହାଇଦ୍ରାବାଦ:ପାଖେଇ ଆସୁଛିପ୍ୟାରିସ ଅଲିମ୍ପିକ୍ସ ମହାକୁମ୍ଭ । ଜୁଲାଇ 26ରେ ଆରମ୍ଭ ହେବାକୁ ଥିବା ଏହି ମେଗା ଇଭେଣ୍ଟକୁ ଦିନ ଯେତିକି ପାଖଉଛି କ୍ରୀଡାପ୍ରେମୀ ଓ ଖେଳାଳିଙ୍କ ମଧ୍ୟରେ ସେତିକି ଉତ୍ସାହ ବଢୁଛି । ଧିରେ ଧିରେ ପ୍ୟାରିସକୁ ଖେଳିଳାଙ୍କ ଆଗମନ ମଧ୍ୟ ହେବାରେ ଲାଗିଛି । ଭାରତରୁ 117 ଜଣ କ୍ରୀଡାବିତ ଏହି କ୍ରୀଡା ମହାକୁମ୍ଭରେ ଅଂଶ ଗ୍ରହଣ କରିବେ । 45 ଇଭେଣ୍ଟରେ ପଦକ ପାଇଁ ଲଢିବେ । ଗତ ଅଲିମ୍ପିକ୍ସରେ 126 ଜଣ ଖେଳାଳି ଭାରତରୁ ପ୍ରତିନିଧିତ୍ବ କରି 7 ପଦକ ହାସଲ କରିଥିବା ବେଳେ ଚଳିତ ଥର ପଦକ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସମସ୍ତଙ୍କ ଆଶା । କେଉଁ ଦିନ କେଉଁ ଖେଳାଳି କେଉଁ ଇଭେଣ୍ଟରେ ଭାଗ ନେବେ ? ନଜର ପକାନ୍ତୁ ସମ୍ପୂର୍ଣ୍ଣ କ୍ରୀଡାସୂଚୀ ଉପରେ ।
26 ଜୁଲାଇ- ଅଲିମ୍ପିକ୍ସ ଉଦଘାଟନ
27 ଜୁଲାଇ:-
ସୁଟିଂ:
10 ମିଟର ଏୟାର ରାଇଫଲ ମିକ୍ସଡି ଟିମ୍ - ଭାରତୀୟ ସମୟ ଦିନ 12:30, 10 ମିଟର ଏୟାର ରାଇଫଲ ମିକ୍ସଡି ଟିମ୍ (ବ୍ରୋଞ୍ଜ ପଦକ) - ଅପରାହ୍ନ 2 ଟା
10 ମିଟର ଏୟାର ରାଇଫଲ ମିକ୍ସଡି ଟିମ୍ (ସ୍ୱର୍ଣ୍ଣ ପଦକ)- ଦିନ 2:30
ପୁରୁଷ 10 ମିଟର ଏୟାର ପିସ୍ତଲ ଯୋଗ୍ୟତା- ଦିନ 2 ଟା
ମହିଳା 10 ମିଟର ଏୟାର ପିସ୍ତଲ ଯୋଗ୍ୟତା- ଅପରାହ୍ନ 4ଟା
ବ୍ୟାଡମିଣ୍ଟନ୍: ପୁରୁଷ ସିଙ୍ଗିଲ୍ସ, ମହିଳା ସିଙ୍ଗିଲ୍ସ ଏବଂ ଡବଲ୍ସ ପର୍ଯ୍ୟାୟ- ମଧ୍ୟାହ୍ନ 12:50
ରୋଇଂ: ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ହିଟ୍ସ- ମଧ୍ୟାହ୍ନ12:30
ବକ୍ସିଂ: ମହିଳା 54 କେଜି ଏବଂ 60 କେଜି ରାଉଣ୍ଡ 32- ସନ୍ଧ୍ୟା 7ଟା
ହକି: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ପୁରୁଷ)- ରାତି 9ଟା
ଟେନିସ୍: ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ (ପ୍ରଥମ ରାଉଣ୍ଡ)- ରାତି 3:30
ଜୁଲାଇ 28:-
ତୀରନ୍ଦାଜ: ମହିଳା ଦଳ ରାଉଣ୍ଡ 16, ପରେ ପଦକ ରାଉଣ୍ଡ- ଅପରାହ୍ନ 1ଟା
ବ୍ୟାଡମିଣ୍ଟନ୍: ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ ଏବଂ ଡବଲ୍ସ ଷ୍ଟେଜ୍ - ମଧ୍ୟାହ୍ନ 12ଟା
ବକ୍ସିଂ: ପୁରୁଷ 71 କେଜି, ମହିଳା 50 କେଜି- ଦିନ 2:30
ରୋଇଂ: ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ରେପେଚେଜ ରାଉଣ୍ଡ- ଦିନ 12:30
ଶୁଟିଂ: 10 ମିଟର ଏୟାର ରାଇଫଲ (ମହିଳା ଯୋଗ୍ୟତା)- ଦିନ 12:45
10 ମିଟର ଏୟାର ପିସ୍ତଲ (ପୁରୁଷ ଫାଇନାଲ୍)- ଦିନ 1ଟା
10 ମିଟର ଏୟାର ରାଇଫଲ (ପୁରୁଷ ଯୋଗ୍ୟତା)- ଅପରାହ୍ନ 2:45
10 ମିଟର ଏୟାର ପିସ୍ତଲ (ମହିଳା ଫାଇନାଲ୍)- ଅପରାହ୍ନ 3:30
ସୁଇମିଂ: ପୁରୁଷ 100 ମିଟର ବ୍ୟାକଷ୍ଟ୍ରୋକ୍ ହିଟ୍, ପରେ ସେମିଫାଇନାଲ୍ - ଅପରାହ୍ନ 2:30
ମହିଳା 200 ମିଟର ଫ୍ରିଷ୍ଟାଇଲ୍ ହିଟ୍, ପରେ ସେମିଫାଇନାଲ୍ - ଅପରାହ୍ନ 2:30
29 ଜୁଲାଇ:-
ତୀରନ୍ଦାଜ:ପୁରୁଷ ଦଳ ରାଉଣ୍ଡ 16 ଓ ପଦକ ରାଉଣ୍ଡ- ଅପରାହ୍ନ 1
ବ୍ୟାଡମିଣ୍ଟନ୍: ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ ଏବଂ ଡବଲ୍ସ ଷ୍ଟେଜ୍ - ମଧ୍ୟାହ୍ନ 12 ଟା
ବକ୍ସିଂ: ମହିଳା 60 କେଜି ରାଉଣ୍ଡ 16- 2:30 ଅପରାହ୍ନ
ହକି: ଭାରତ ବନାମ ଆର୍ଜେଣ୍ଟିନା- ଦିନ 4:15
ରୋଇଂ: ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ସେମିଫାଇନାଲ୍- ଦିନ 1 ଟା
ଶୁଟିଂ: ମେନ୍ସ ଟ୍ରାପ କ୍ବାଲିଫିକେସ- ଦିନ 12:30
10 ମିଟର ଏୟାର ରାଇଫଲ ମିକ୍ସଡି ଯୋଗ୍ୟତା- ଦିନ 12:45
10 ମିଟର ଏୟାର ରାଇଫଲ ମହିଳା ଫାଇନାଲ- ଦିନ 1 ଟା
10 ମିଟର ଏୟାର ରାଇଫଲ ପୁରୁଷ ଫାଇନାଲ - ଅପରାହ୍ନ 3:30
ସୁଇମିଂ: ପୁରୁଷ 100 ମିଟର ବ୍ୟାକଷ୍ଟ୍ରୋକ୍ ଫାଇନାଲ୍ - ଦିନ 12:13
ମହିଳା 200 ମିଟର ଫ୍ରିଷ୍ଟାଇଲ୍ ଫାଇନାଲ୍ - ଦିନ 12:13
ଟେବୁଲ୍ ଟେନିସ୍: ପୁରୁଷ ଏବଂ ମହିଳା ସିଙ୍ଗଲ୍ସ ରାଉଣ୍ଡ 64 ଏବଂ ରାଉଣ୍ଡ 32 ଦିନ 1:30
ଟେନିସ୍: ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ଦ୍ୱିତୀୟ ରାଉଣ୍ଡ - ମଧ୍ୟାହ୍ନ 3:30
30 ଜୁଲାଇ:-
ତାରନ୍ଦାଜ: ପୁରୁଷ ଏବଂ ମହିଳା ଏକକ ରାଉଣ୍ଡ 64 ଏବଂ ରାଉଣ୍ଡ 32- ଦିନ 3:30
ବ୍ୟାଡମିଣ୍ଟନ୍: ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ ଏବଂ ଡବଲ୍ସ ଗ୍ରୁପ୍ ପର୍ଯ୍ୟାୟ - ମଧ୍ୟାହ୍ନ 12
ବକ୍ସିଂ: ପୁରୁଷ 51 କେଜି, ମହିଳା 54 କେଜି ଏବଂ 57 କେଜି ରାଉଣ୍ଡ 16- ଅପରାହ୍ନ2:30
ହର୍ସରାଇଡ: ଡ୍ରେସେଜ ବ୍ୟକ୍ତିଗତ- ଦିନ 1ରୁ 5
ହକି: ଭାରତ ବନାମ ଆୟରଲାଣ୍ଡ- ସନ୍ଧ୍ୟା 4:45
ରୋଇଂ: ପୁରୁଷ ଏକକ ସ୍କଲ୍ସ କ୍ୱାର୍ଟରଫାଇନାଲ୍ - ଦିନ 1:40
ସୁଟିଂ: ଟ୍ରାପ ପୁରୁଷ ଯୋଗ୍ୟତା ଦ୍ବିତୀୟ ଦିନ - ଦିନ 1 ଟା
ଟ୍ରାପ୍ ମହିଳା ଯୋଗ୍ୟତା ପ୍ରଥମ ଦିନ - ଦିନ 1 ଟା
10 ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ପଦକ ମ୍ୟାଚ୍ - ଦିନ 1 ଟା
ଟ୍ରାପ୍ ପୁରୁଷ ଫାଇନାଲ୍ - ସନ୍ଧ୍ୟା 7ଟା
ଟେବୁଲ୍ ଟେନିସ୍: ପୁରୁଷ ଏବଂ ମହିଳା ସିଙ୍ଗଲ୍ସ ରାଉଣ୍ଡ 32 - ଅପରାହ୍ନ 2:30
ଟେନିସ୍: ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ତୃତୀୟ ରାଉଣ୍ଡ - ଅପରାହ୍ନ 3:30
31 ଜୁଲାଇ:-
ତୀରନ୍ଦାଜ: ପୁରୁଷ ଏବଂ ମହିଳା ବ୍ୟକ୍ତିଗତ ରାଉଣ୍ଡ - ଅପରାହ୍ନ 3:30
ବ୍ୟାଡମିଣ୍ଟନ୍: ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ ଏବଂ ଡବଲ୍ସ ଗ୍ରୁପ୍ ପର୍ଯ୍ୟାୟ - ମଧ୍ୟାହ୍ନ 12 ଟା
ବକ୍ସିଂ: ପୁରୁଷ 71 କେଜି - ଅପରାହ୍ନ 2:30
ମହିଳା 60 କେଜି ଏବଂ 75 କେଜି ରାଉଣ୍ଡ 16 - ଅପରାହ୍ନ 2:30
ହର୍ସରାଇଡ:ଡ୍ରେସେଜ ବ୍ୟକ୍ତିଗତ ଦ୍ବିତୀୟ ଦିନ- ଦିନ 1ଟା 30
ରୋଇଂ: ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ସେମିଫାଇନାଲ୍ - ଦିନ 1:24
ଶୁଟିଂ: 50 ମିଟର ରାଇଫଲ୍ -3 ପଦବୀ ପୁରୁଷ ଯୋଗ୍ୟତା ଦ୍ବିତୀୟ ଦିନ - ଅପରାହ୍ନ 12:30
50 ମିଟର ରାଇଫଲ୍ -3 ପୋଜିସନ୍ ଟ୍ରାପ୍ ମହିଳା ଯୋଗ୍ୟତା ଦ୍ବିତୀଯ ଦିନ - ଅପରାହ୍ନ 12:30
ଟ୍ରାପ୍ ମହିଳା ଫାଇନାଲ୍ - ସନ୍ଧ୍ୟା 7ଟା
ଟେବୁଲ୍ ଟେନିସ୍: ପୁରୁଷ ଏବଂ ମହିଳା ଏକକ ରାଉଣ୍ଡ 32 - ଦିନ 1:30
ପୁରୁଷ ଏବଂ ମହିଳା ଏକକ ରାଉଣ୍ଡ 16 - ଅପରାହ୍ନ1:30
ଟେନିସ୍: ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ - ଅପରାହ୍ନ 3:30
ପୁରୁଷ ଡବଲ୍ସ ସେମିଫାଇନାଲ୍ - ଅପରାହ୍ନ 3:30
1 ଅଗଷ୍ଟ:-
ତୀରନ୍ଦାଜ: ପୁରୁଷ ଏଲିମିନେସନ ରାଉଣ୍ଡ - ଦିନ 1 ଟା
ମହିଳା ଏଲିମିନେସ ରାଉଣ୍ଡ - ଦିନ 1 ଟା
ଆଥଲେଟିକ୍ସ: ପୁରୁଷ 20 କିଲୋମିଟର ରେସ ଓ୍ବାଲ୍କ - ଦିନ11 ଟା
ମହିଳା 20 କିଲୋମିଟର ରେସ୍ ଓ୍ବାଲ୍କ - ଦିନ12:50
ବ୍ୟାଡମିଣ୍ଟନ୍: ପୁରୁଷ ଏବଂ ମହିଳା ଏକକ ରାଉଣ୍ଡ 16 - 12 ମଧ୍ୟାହ୍ନ
ପୁରୁଷ ଏବଂ ମହିଳା ଡବଲ୍ସ କ୍ୱାର୍ଟରଫାଇନାଲ - ମଧ୍ୟାହ୍ନ 12
ବକ୍ସିଂ: ମହିଳାମାନଙ୍କର 50 କେଜି ରାଉଣ୍ଡ 16 - 2:30 ଅପରାହ୍ନ
ମହିଳା 54 କେଜି କ୍ୱାର୍ଟରଫାଇନାଲ - 2:30 ଅପରାହ୍ନ
ଗଲ୍ଫ: ପୁରୁଷ ପ୍ରଥମ ରାଉଣ୍ଡ - ଦିନ 12:30
ହକି: ଭାରତ ବନାମ ବେଲଜିୟମ - ଦିନ 1:30
ଜୁଡୋ: ମହିଳା 78 କିଲୋଗ୍ରାମ, 32 ରାଉଣ୍ଡ ଫାଇନାଲର - ଦିନ 1:30
ରୋଇଂ: ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ସେମିଫାଇନାଲ୍ ଏ / ବି - ଦିନ 1:20
ପୁରୁଷ ଏବଂ ମହିଳା ଡିଙ୍ଗି ରେସ୍ - ଅପରାହ୍ନ 3:30
ସୁଟିଂ: 50 ମିଟର ରାଇଫଲ୍ -3 ପୋଜିସନ ପୁରୁଷ ଫାଇନାଲ୍ - ଦିନ 1
50 ମିଟର ରାଇଫଲ୍ -3 ପୋଜିସନ ମହିଳା ଯୋଗ୍ୟତା - ଅପରାହ୍ନ 3:30
ଟେବୁଲ୍ ଟେନିସ୍: ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ - ଦିନ 1:30
ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ - ଦିନ1:30
ଟେନିସ୍: ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ - ଅପରାହ୍ନ 3:30
ଅଗଷ୍ଟ 2:-
ତୀରନ୍ଦାଜ: ମିକ୍ସଡ ଟିମ୍ ରାଉଣ୍ଡ 16 ଫାଇନାଲ୍ - ଦିନ 1ଟା
ଆଥଲେଟିକ୍ସ: ପୁରୁଷ ଶଟ୍ ଫୁଟ୍ ଯୋଗ୍ୟତା - ପୂର୍ବାହ୍ନ11:40
ବ୍ୟାଡମିଣ୍ଟନ୍: ପୁରୁଷ ଡବଲ୍ସ ସେମିଫାଇନାଲ - ମଧ୍ୟାହ୍ନ 12
ମହିଳା ଡବଲ୍ସ ସେମିଫାଇନାଲ - ମଧ୍ୟାହ୍ନ 12
ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ - ମଧ୍ୟାହ୍ନ 12
ବକ୍ସିଂ: ମହିଳା 57 କିଲୋଗ୍ରାମ ରାଉଣ୍ଡ 16 - ସନ୍ଧ୍ୟା 7
ପୁରୁଷ 51 କିଲୋଗ୍ରାମ କ୍ୱାର୍ଟରଫାଇନାଲ - ସନ୍ଧ୍ୟା 7
ଗଲ୍ଫ: ପୁରୁଷ ଦ୍ୱିତୀୟ ରାଉଣ୍ଡ - ଦିନ 12:30
ହକି:ଭାରତ ବନାମ ଅଷ୍ଟ୍ରେଲିଆ - ସନ୍ଧ୍ୟା 4:45
ରୋଇଂ: ପୁରୁଷ ଏକକ ସ୍କଲ୍ସ ଫାଇନାଲ୍ - ରାତି 1 ଟା |
ଶୁଟିଂ: ସ୍କେଟ୍ ପୁରୁଷ ଯୋଗ୍ୟତା ପ୍ରଥମ ଦିନ - ଦିନ 12:30
25 ମିଟର ପିସ୍ତଲ ମହିଳା ଯୋଗ୍ୟତା - ଦିନ 12:30
50 ମିଟର ରାଇଫଲ୍ -3 ପୋଜିସନ ମହିଳା ଫାଇନାଲ୍ - ଦିନ 1 ଟା
ଟେବୁଲ୍ ଟେନିସ୍: ପୁରୁଷ ଏକକ ସେମିଫାଇନାଲ୍ - ଦିନ 1:30
ମହିଳା ଏକକ ସେମିଫାଇନାଲ୍ - ଦିନ 1:30
ଟେନିସ୍: ପୁରୁଷ ଏକକ ସେମିଫାଇନାଲ - ସନ୍ଧ୍ୟା 7
ପୁରୁଷ ଡବଲ୍ସ ପଦକ ମ୍ୟାଚ୍ - ରାତି 10:30
ଅଗଷ୍ଟ 3:-
ତୀରନ୍ଦାଜ: ମହିଳା ବ୍ୟକ୍ତିଗତ ରାଉଣ୍ଡ 16 ପଦକ ମ୍ୟାଚ୍ - ଦିନ 1ଟା
ଆଥଲେଟିକ୍ସ: ପୁରୁଷ ଶଟ୍ ପୁଟ୍ ଫାଇନାଲ୍ - ଦିନ 11:05
ବ୍ୟାଡମିଣ୍ଟନ୍: ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ - ଦିନ 1ଟା
ମହିଳା ଡବଲ୍ସ ପଦକ ମ୍ୟାଚ୍ - ସନ୍ଧ୍ୟା 6:30
ବକ୍ସିଂ: ପୁରୁଷ 71 କିଲୋଗ୍ରାମ କ୍ୱାର୍ଟରଫାଇନାଲ - ସନ୍ଧ୍ୟା 7:32
ମହିଳା 50 କିଲୋଗ୍ରାମ ସେମିଫାଇନାଲ୍ - ସନ୍ଧ୍ୟା 7:32
ମହିଳା 60 କିଲୋଗ୍ରାମ ସେମିଫାଇନାଲ - ସନ୍ଧ୍ୟା 7:32
ଗଲ୍ଫ: ପୁରୁଷ ତୃତୀୟ ରାଉଣ୍ଡ - ଦିନ 12:30