ଓଡିଶା

odisha

ଗର୍ଜିୟସ ଲୁକରେ ଶ୍ରଦ୍ଧା କପୁର, ଫଟୋରୁ ହଟୁନି ନଜର - Shraddha Kapoor Latest Pictures

By ETV Bharat Odisha Team

Published : Jul 28, 2024, 11:08 AM IST

Shraddha Kapoor Latest Film: ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ସେ 'ସ୍ତ୍ରୀ 2' ସହ ପୁଣି ଫେରୁଛନ୍ତି । ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ଫିଲ୍ମ ହେବାକୁ ଯାଉଥିବାବେଳେ ବର୍ତ୍ତମାନ ଶ୍ରଦ୍ଧା ନିଜ ଲାଟେଷ୍ଟ ଲୁକରେ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଦେଖନ୍ତୁ ଶ୍ରଦ୍ଧାଙ୍କ ଲାଟେଷ୍ଟ ଫଟୋ, (shraddhakapoor, instagram)
'ତୁ ଝୁଟି ମେ ମକ୍କାର' ପରେ ପରଦାକୁ କମବ୍ୟାକ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । (shraddhakapoor, instagram)
'ସ୍ତ୍ରୀ' ପ୍ରଥମ ଭାଗର ସଫଳତା ପରେ ଏବେ 'ସ୍ତ୍ରୀ 2' ସହ ପରଦାକୁ ଫେରୁଛନ୍ତି ଶ୍ରଦ୍ଧା କପୁର । (shraddhakapoor, instagram)
ଶ୍ରଦ୍ଧା କପୁରଙ୍କ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ରିଲିଜ ହେବ । (shraddhakapoor, instagram)
ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଶ୍ରଦ୍ଧା ନିଜ ଲାଟେଷ୍ଟ ଲୁକରେ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । (shraddhakapoor, instagram)
ଶ୍ରଦ୍ଧା କପୁର ଲାଲ ରଙ୍ଗର ଏବଂ ବ୍ଲୁ ରଙ୍ଗର ଆଉଟଫିଟ ସହ ଗର୍ଜିୟସ ଲୁକରେ ନଜର ଆସିଛନ୍ତି । (shraddhakapoor, instagram)
ଶ୍ରଦ୍ଧାଙ୍କ ଏହି ଫଟୋକୁ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । (shraddhakapoor, instagram)
ଅନେକ ଦିନର ବ୍ୟବଧାନ ପରେ ଶ୍ରଦ୍ଧା ପୁଣି ଅଭିନେତା ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀଙ୍କ ସହ ଧମାକା କରିବାକୁ ପ୍ରସ୍ତୁତ । (shraddhakapoor, instagram)
ଶ୍ରଦ୍ଧା ସର୍ବଦା ନିଜ କ୍ୟୁଟ୍ ଅନ୍ଦାଜ ଏବଂ ଅଭିନୟରେ ଦର୍ଶକଙ୍କ ମନ ଜିତିଆସିଛନ୍ତି । (shraddhakapoor, instagram)
ନିଜ ପସନ୍ଦର ଅଭିନେତ୍ରୀଙ୍କୁ ପରଦାରେ ପୁଣି ଦେଖିବାକୁ ଉତ୍ସାହିତ ରହିଛନ୍ତି ଫ୍ୟାନ୍ସ । (shraddhakapoor, instagram)

ABOUT THE AUTHOR

...view details