ଓଡିଶା

odisha

ଟୁର୍ଣ୍ଣାମେଣ୍ଟରେ ମନ୍ତ୍ରୀଙ୍କ ଦମଦାର ଫୁଟବଲ ଖେଳ, ଦେଖନ୍ତୁ ଫଟୋ - Ministers Playing Football

By ETV Bharat Odisha Team

Published : Sep 15, 2024, 4:02 PM IST

ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଅନ୍ୟାନ୍ୟ ମନ୍ତ୍ରୀ । "ସୁସ୍ଥ ଶରୀର ଗଠନ ପାଇଁ କ୍ରୀଡା ହେଉଛି ମୂଳ ଆଧାର" ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । (Mukesh Mahaling (X))
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବାକୁ ମିଳିଛି । (Mukesh Mahaling (X))
ଚମ୍ପିଆନ ଟ୍ରଫି ସହ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀ ବିଧାୟକ ସାମିଲ । (Mukesh Mahaling (X))
ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚମ୍ପିଆନ ଟ୍ରଫି ପ୍ରଦାନ ସମୟର ଦୃଶ୍ୟ । (Mukesh Mahaling (X))
ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଫୁଟବଲ ମ୍ୟାଚରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଫୁଟବଲ ଖେଳୁଥିବାର ଦୃଶ୍ୟ । (Mukesh Mahaling (X))

ABOUT THE AUTHOR

...view details