ETV Bharat / technology

ଜାନୁଆରୀ 9ରେ Poco X7, Poco X7 Pro ଲଞ୍ଚ୍‌; ଜାଣନ୍ତୁ ଦାମ ଓ ଡିଜାଇନ - POCO X7 POCO X7 PRO INDIA LAUNCH

ଭାରତରେ ନୂଆବର୍ଷର ପ୍ରଥମ ମାସରେ Poco ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏଥିରେ କଣ ଖାସ ଓ ଦାମ କେତେ ରହିବ ଜାଣନ୍ତୁ...

Poco X7 Poco X7 Pro To Launch In India On January 9
Poco X7 Poco X7 Pro To Launch In India On January 9 (Photo Credit- POCO India)
author img

By ETV Bharat Tech Team

Published : Dec 31, 2024, 1:23 PM IST

ହାଇଦ୍ରାବାଦ: ଆଉ କିଛି ଘଣ୍ଟା ପରେ ବିଶ୍ବ ନୂଆବର୍ଷ 2025କୁ ସ୍ବାଗତ କରିବ । ତେବେ ନୂଆବର୍ଷରେ ବଜାରରେ ଧମାଲ୍‌ କରିବାକୁ ପ୍ରସ୍ତୁତ Poco । କମ୍ପାନୀ ଜାନୁଆରୀ 9 ତାରିଖ ସନ୍ଧ୍ୟା 5:30ରେ ଭାରତରେ Poco X7 ସିରିଜ ଲଞ୍ଚ କରିବାକୁ ଘୋଷଣା କରିଛି । ଏହି ସିରିଜରେ Poco X7 ଓ Poco X7 Pro ନାଁରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ ହେବ । ଉଭୟ 5G ସ୍ମାର୍ଟଫୋନ ଲଞ୍ଚ ହେବା ପୂର୍ବରୁ ଏହାର ତଥ୍ୟ ଲିକ୍‌ ହୋଇଛି । ଯେଉଁଥିରେ ଫୋନର ସ୍ପେଶିଫିକେସନ ଓ ଫିଚର ସମ୍ପର୍କରେ ଉଲ୍ଲେଖ ରହିଛି ।

Poco ଉଭୟ 5ଜି ସ୍ମାର୍ଟଫୋନର ଡିଜାଇନର ଖୁଲାସା କରିଛି । ଏହି ଫୋନ ଦ୍ବୟ ହଳଦିଆ ଓ କଳା ରଙ୍ଗର ଡୁଆଲ-ଟୋନ୍‌ ଭେଗାନ୍‌ ଲେଦର୍‌ ଫିନିଶ୍‌ ସହିତ ଆସିବ । ଲିକ୍‌ ତଥ୍ୟ ଅନୁସାରେ କମ୍ପାନୀ ଆଉ ଦୁଇଟି କଲର ଅପସନ ସହିତ ଫୋନକୁ ଲଞ୍ଚ କରିପାରେ । ଉଭୟ ଫୋନରେ 50MP ରିଅର କ୍ୟାମେରା ସହ OIS ଫିଚର ରହିବ ବୋଲି ମଧ୍ୟ କୁହାଯାଉଛି ।

In picture: Poco X7 with a triple rear camera setup
In picture: Poco X7 with a triple rear camera setup (Photo Credit- POCO India)

POCO X7ର ସ୍ପେଶିଫିକେସନ (ରୁମର୍‌)

  • 6.67 ଇଞ୍ଚ (2712x1220 ପିକ୍ସେଲ) 1.5K OLED ଡିସପ୍ଲେ, 120Hz ରିଫ୍ରେସ ରେଟ୍‌, HDR10+, କର୍ଣ୍ଣିଂ ଗରିଲା ଗ୍ଲାସ ଭିକ୍ଟସ 2 ପ୍ରୋଟେକ୍ସନ
  • 2.5GHz ଅକ୍ଟୋ କୋର ମିଡିଆଟେକ୍‌ ଡାଇମେନସିଟି 7300 ଅଲଟ୍ରା 4nm ପ୍ରୋସେସର
  • 8GB / 12GB LPDDR4X RAM, 256GB / 512GB ଷ୍ଟୋରେଜ
  • ଆଣ୍ଡ୍ରଏଡ୍‌ ସହ Xiaomi HyperOS 2
  • ଡୁଆଲ SIM (ନାନୋ+ନାନୋ)
  • 50MP ମେନ୍‌ କ୍ୟାମେରା, 8MP ଅଲଟ୍ରା-ୱାଇଡ କ୍ୟାମେରା, 2MP ମାଇକ୍ରୋ କ୍ୟାମେରା
  • 20MP ଫ୍ରଣ୍ଟ କ୍ୟାମେରା
  • ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, ଇନଫ୍ରାରେଡ ସେନ୍ସର
  • USB ଟାଇପ-ସି ଅଡିଓ, ଷ୍ଟେରିଓ ସ୍ପିକର, ଡଲବି ଅଟମୋସ୍‌
  • ପାଣି ଓ ଧୂଳିରୁ ସୁରକ୍ଷା ପାଇଁ IP68 ରେଟିଂ
  • କନେକ୍ଟିଭିଟି ପାଇଁ 5G SA / NSA, Dual 4G VoLTE, Wi-Fi 6 802.11 ac (2.4GHz + 5GHz), ବ୍ଲୁଟୁଥ୍‌ 5.4, GPS + GLONASS, NFC
  • 5100mAh ବ୍ୟାଟେରୀ, ଯାହାକି 45W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।
ଏହା ବି ପଢନ୍ତୁ
  1. LAVA Yuva 2 5G ବନାମ Moto G35 5G, 10ହଜାର ଟଙ୍କାରେ କେଉଁଟା ଭଲ ?
  2. ଲାଟେଷ୍ଟ ALoP ଟେକ୍ନୋଲୋଜି ବ୍ୟବହାର କରିବ Samsung Galaxy S25 Slim; କଣ ମିଳିବ ଫାଇଦା

POCO X7 Proର ସ୍ପେଶିଫିକେସନ (ରୁମର୍‌)

  • 6.67 ଇଞ୍ଚ (2712x1220 ପିକ୍ସେଲ) 1.5K OLED ଡିସପ୍ଲେ, 120Hz ରିଫ୍ରେସ ରେଟ୍‌, 3200 ନିଟ୍ସ ପିକ୍‌ ବ୍ରାଇଟନେସ୍‌, HDR10+, କର୍ଣ୍ଣିଂ ଗରିଲା ଗ୍ଲାସ 7i ପ୍ରୋଟେକ୍ସନ
  • 3.25Hz ଅକ୍ଟା କୋର ମିଡିଆଟେକ୍‌ ଡାଇମେନସିଟି 8400 ଅଲଟ୍ରା 4nm ପ୍ରୋସେସର

  • 50MP ମେନ୍‌ କ୍ୟାମେରା (f/1.5 ଆପେର୍ଚର), OIS, EIS, 8MP ଅଲଟ୍ରା-ୱାଇଡ କ୍ୟାମେରା (f/2.2 ଆପେର୍ଚର), 4K 60fps ଭିଡିଓ ରେକର୍ଡି

  • ଧୂଳି ଓ ପାଣିରୁ ସୁରକ୍ଷା ପାଇଁ IP68 ରେଟିଂ
  • କନେକ୍ଟିଭିଟି ପାଇଁ 5G SA / NSA, Dual 4G VoLTE, Wi-Fi 6 802.11 ac (2.4GHz + 5GHz), Bluetooth 5.4, GPS + GLONASS, USB Type-C, NFC
  • 6000mAh ବ୍ୟାଟେରୀ ଯାହାକି 90W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।

ଦାମ କେତେ ରହିପାରେ ?

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଏହି ଫୋନର ଦାମ କେତେ ରହିବ । ତେବେ ଆପଣଙ୍କୁ କହି ରଖୁଛୁ କି, କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ନେଇ କୌଣସି ଖୁଲାସା ହୋଇନାହିଁ । ଲଞ୍ଚ ଇଭେଣ୍ଟରେ ହିଁ ଏହାର ପ୍ରକୃତ ଦାମ ଜଣାପଡ଼ିବ । କିନ୍ତୁ ଆକଳନ ଅନୁଯାୟୀ 30,000 ଟଙ୍କା ପାଖାପାଖି ରହିପାରେ । କମ୍ପାନୀ Poco X6 ଓ X6 Proର ମୂଲ୍ୟ ଯଥାକ୍ରମେ Rs 21,999 ଓ Rs 26,999 ରଖିଥିଲା । କମ୍ପାନୀ ସ୍ମାର୍ଟଫୋନ ଦ୍ବୟକୁ ଦେଶର ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ Flikartରେ ଲଞ୍ଚ କରିବ ବୋଲି ସ୍ପଷ୍ଟ କରିଛି ।

ସୂଚନା ଥାଉ କି POCO X7 ପ୍ରୋ ମଡେଲକୁ ଚାଇନିଜ ମାର୍କେଟରେ Redmi Turbo 4 ନାଁରେ ଜାନୁଆରୀ 2 ତାରିଖରେ ଲଞ୍ଚ କରାଯିବ । ପୋକୋ ବ୍ରାଣ୍ଡ ହେଉଛି ଚାଇନିଜ ବ୍ରାଣ୍ଡ Xiaomi ମାଲିକାନାରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.