ଓଡିଶା

odisha

By ETV Bharat Odisha Team

Published : May 31, 2024, 1:21 PM IST

ETV Bharat / photos

45 ଘଣ୍ଟା ପାଇଁ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ, ହାତରେ ଧରିଛନ୍ତି ଜପାମାଳି - PM MODI MEDITATION

Narendra Modi meditates କନ୍ୟାକୁମାରୀ: କନ୍ୟାକୁମାରୀରରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ପ୍ରଚାର ଶେଷ ହୋଇଥିବା ବେଳେ ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନରେ ବସିଛନ୍ତି ମୋଦି । ପ୍ରଚାର ସାରି ସନ୍ଧ୍ୟାରେ ତାମିଲନାଡୁରର କନ୍ୟାକୁମାରୀରେ ପହଞ୍ଚିଥିଲେ । ଏହାପରେ ସେ ଭଗବତୀ ଆମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରି ଧ୍ୟାନରେ ବସିଛନ୍ତି । (ANI)
କନ୍ୟାକୁମାରରୀରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ । (ANI)
ବିବେକାନନ୍ଦ ରକ୍ ମେମୋରିଆଲରେ ମୋଦି । (ANI)
ଗେରୁଆ ବସ୍ତ୍ର ପରିଧାନ କରି ଧ୍ୟାନ ପାଇଁ ପ୍ରସ୍ତୁତ ମୋଦି । (ANI)
ଧ୍ୟାନମୁଦ୍ରାରେ ବସିଛନ୍ତି ପ୍ରଧାନମନ୍ତ୍ରୀ । (ANI)
ସୂର୍ଯ୍ୟୋଦୟ ସମୟରେ ପୂଜା କରୁଛନ୍ତି ମୋଦି । (ANI)
ଗେରୁଆ ବସ୍ତ୍ର ପିନ୍ଧି ମାଳି ଜପୁଛନ୍ତି ପ୍ରଧାନମନ୍ତ୍ରୀ । (ANI)
ଶନିବାର ଦିନ ୩ଟାରେ ଶେଷ ହେବ ମୋଦିଙ୍କ ଧ୍ୟାନ । (ANI)

ABOUT THE AUTHOR

...view details