ETV Bharat / state

ମୋହନ ମାଝୀ ସରକାରରେ ପୁଣି ନିଯୁକ୍ତି; ସାମ୍ବାଦିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ ଆବେଦନ ତାରିଖ, ପ୍ରକ୍ରିୟା - opsc recruitment 2024 - OPSC RECRUITMENT 2024

opsc recruitment 2024 : SDIPRO ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ SDIPRO ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ଏକ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କିମ୍ବା ଡିଗ୍ରୀ ହାସଲ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଜାଣନ୍ତୁ ଆବେଦନ ତାରିଖ...

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Sep 24, 2024, 10:28 PM IST

Updated : Sep 25, 2024, 3:19 PM IST

ଭୁବନେଶ୍ବର: ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପୁଣି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । SDIPRO ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ବାଦିକତା ପାଠ ପଢିଥିଲେ ବଡ଼ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର । ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି । ଓଡିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ SDIPRO ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ଓ୍ବେବ୍ ସାଇଟ୍ www.opsc.gov.in ରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର 30 ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର 30 ତାରିଖ, 2024 ପର୍ଯ୍ୟନ୍ତ ଚାଲିବ ।

opsc-recruitment-2024
opsc-recruitment-2024 (ETV Bharat Odisha)

ସମୁଦାୟ ପଦବୀ- 39

ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ 21 ପଦବୀ

ଏସଇବିସି ପ୍ରାର୍ଥୀଙ୍କ ପାଇଁ 3 ପଦବୀ

ଅନୁସୂଚିତ ଜାତି (Scheduled Castes) ବର୍ଗର ପ୍ରାର୍ଥୀଙ୍କ ପାଇଁ 6 ପଦବୀ

ଅନୁସୂଚିତ ଜନଜାତି (Scheduled Tribes) ବର୍ଗର ପ୍ରାର୍ଥୀଙ୍କ ପାଇଁ 9 ପଦବୀ

odisha-public-service-commission
odisha-public-service-commission (ETV Bharat Odisha)

ଏହା ବି ପଢନ୍ତୁ-ଓଡ଼ିଶା ପୋଲିସରେ ମୋହନ ମାଝୀ ସରକାରଙ୍କ ବଡ ନିଯୁକ୍ତି; କନଷ୍ଟେବଳ-କିରାଣୀ ପୋଷ୍ଟ ପାଇଁ ଆବେଦନ ଆରମ୍ଭ, ଦେଖନ୍ତୁ ଲାଷ୍ଟ ଡେଟ୍ - Odisha Police Recruitment

ଏହା ବି ପଢନ୍ତୁ- ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ୧୫ ଶହରୁ ଊର୍ଦ୍ଧ୍ବ ପୋଷ୍ଟ ପାଇଁ ବାହାରିଲା ବିଜ୍ଞପ୍ତି - Odisha Police Recruitment

ଏହା ବି ପଢନ୍ତୁ- Odisha Job Mela: Plus Two ପାସ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ? 8 ଜିଲ୍ଲାରେ ବାହାରିଲା ନିଯୁକ୍ତି, କ୍ଲିକ୍ କରି ଜାଣନ୍ତୁ କିପରି କରିବେ ଆବେଦନ - Zilla Parishad Recruitment 2024

ଏହା ବି ପଢନ୍ତୁ-ମୋହନ ସରକାରଙ୍କ ମେଗା ନିଯୁକ୍ତି ମିଶନ, ୫ ବର୍ଷରେ ପୂରଣ ହେବ ଦେଢଲକ୍ଷ ପଦବୀ - mega employment

ଶିକ୍ଷାଗତ ଯୋଗ୍ୟତା-

ପ୍ରାର୍ଥୀମାନେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ଏକ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କିମ୍ବା ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ-

ପ୍ରାର୍ଥୀମାନଙ୍କ ବୟସ, 2024, ଜାନୁଆରୀ 1 ତାରିଖ ସୁଦ୍ଧା, 21ରୁ 38 ବର୍ଷ ମଧ୍ୟରେ ହୋଇଥିବ । ସରକାରୀ ନିୟମ ଅନୁସାରେ ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ କରାଯିବ ।

ଚୟନ ପ୍ରକ୍ରିୟା-

ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ ।

କିପରି କରିବେ ଆବେଦନ-

ଅଫିସିଆଲ୍ ଓ୍ବେବସାଇଟ୍ www.opsc.gov.in ରେ ଆବେଦନ କରିପାରିବେ ।

ଓ୍ବେବସାଇଟ୍ ଓପନ କରିବା ପରେ "Apply" ଲିଙ୍କରେ କ୍ଲିକ୍ କରନ୍ତୁ

ଆବଶ୍ୟକୀୟ ଦସ୍ତାବିଜ ଅପଲୋଡ କରନ୍ତୁ

ଆବେଦନ ପ୍ରକ୍ରିୟାକୁ ଶେଷ କରନ୍ତୁ

ଆବେଦନ କପି ପ୍ରିଣ୍ଟ କରି ନିଅନ୍ତୁ ଭବିଷ୍ୟତ ରେଫରେନ୍ସ ପାଇଁ

ଅଧିକ ଜାଣିବା ପାଇଁ www.opsc.gov.in ଭିଜିଟ କରନ୍ତୁ

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂକଳ୍ପ-

ଆଗାମୀ ୫ ବର୍ଷ ମଧ୍ୟରେ ୧,୫୦,୦୦୦ (ଦେଢ ଲକ୍ଷ) ଲୋକଙ୍କୁ ସରକାରୀ ଚାକିରି ଦେବେ ରାଜ୍ୟ ସରକାର । ବିଜେପି ସରକାରକୁ ୧୦୦ ଦିନ ପୂର୍ତ୍ତିରେ ପୁଣି ଥରେ ଏହା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ କ୍ଷେତ୍ରରେ ସରକାର ଦେବେ ନିଯୁକ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ୧,୫୦,୦୦୦ (ଦେଢ ଲକ୍ଷ ) ସରକାରୀ ପଦବୀ ପୂରଣ ହେବ । ରାଜ୍ୟରେ ବିଜେପି ସରକାରର 100 ଦିନ ପୂରଣ କରିବା ଅବସରରେ ସରକାରୀ ପଦବୀରେ ନିଯୁକ୍ତି କ୍ଷେତ୍ରରେ ଏପରି ବଡ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

5 ବର୍ଷରେ ୧,୫୦,୦୦୦ ସରକାରୀ ଚାକିରି:

ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଯୁବକ ଯୁବତୀଙ୍କୁ ଚାକିରି ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । 2029 ସୁଦ୍ଧା 3 ଲକ୍ଷ 50 ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବା ନେଇ ନିର୍ବାଚନ ସମୟରେ ଘୋଷଣା କରାଯାଇଥିଲା । ଗତକାଲି (ଗୁରୁବାର) ରାଜ୍ୟରେ ବିଜେପି ସରକାରର 100 ଦିନ ପୂର୍ତ୍ତି ଅବସରରେ, ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ନିଯୁକ୍ତି କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୫୦,୦୦୦ (ଦେଢ ଲକ୍ଷ ) ଯୁବକ ଯୁବତୀଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦେବା ନେଇ କହିଥିଲେ ମୁଖ୍ୟମନ୍ତ୍ରୀ ।

Last Updated : Sep 25, 2024, 3:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.