ଟୁର୍ଣ୍ଣାମେଣ୍ଟରେ ମନ୍ତ୍ରୀଙ୍କ ଦମଦାର ଫୁଟବଲ ଖେଳ, ଦେଖନ୍ତୁ ଫଟୋ - Ministers Playing Football - MINISTERS PLAYING FOOTBALL
ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଅନ୍ୟାନ୍ୟ ମନ୍ତ୍ରୀ । "ସୁସ୍ଥ ଶରୀର ଗଠନ ପାଇଁ କ୍ରୀଡା ହେଉଛି ମୂଳ ଆଧାର" ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
(Mukesh Mahaling (X))

Published : Sep 15, 2024, 4:02 PM IST