ଓଡିଶା

odisha

5ଦିନ ପରେ ଅଲମ୍ପିକ୍ସ ମହାଲଢେଇ, ସଜେଇ ହୋଇଛି ପ୍ୟାରିସ ସିଟି - Paris 2024 Olympics

By ETV Bharat Odisha Team

Published : Jul 21, 2024, 9:39 PM IST

ଜୁଲାଇ 26ରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ ମହାଲଢେଇ । ଫ୍ରେଞ୍ଚ କ୍ୟାପିଟାଲ ପ୍ୟାରିସରେ ଏନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁନ୍ଦର ସାଜସଜ୍ଜା ଆହୁରି ସୌନ୍ଦର୍ଯ୍ୟମୟ ହୋଇଛି ପ୍ୟାରିସ ସିଟି । ଦେଖନ୍ତୁ ଚିତ୍ତାକର୍ଷକ ଫଟୋ (AP)
ଏଫିଲ ଟାୱାରରେ ଅଲମ୍ପିକ୍ସ ରିଙ୍ଗ୍‌ (AP)
ଏଇଠି ଆୟୋଜିତ ହେବ ଅନ୍ୟ ଆଥଲେଟିକ ଇଭେଣ୍ଟ୍‌ (AP)
ବ୍ରାଜିଲର ଜଣେ ପାରାଅଲମ୍ପିଆନଙ୍କୁ ଚୁମ୍ବନ କରୁଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା (AP)
ଅଲମ୍ପିକ୍ସ 2024 ହୋଷ୍ଟ କରୁଛି ଫ୍ରାନ୍ସ (AP)
ଅଲମ୍ପିକ୍ସ ପାଇଁ ଆକାଶରେ ଫାୱାର ୱାର୍କ (AP)
ପ୍ୟାରିସର ମ୍ୟୁଜିଅମ 'ଗ୍ରାଣ୍ଡ ପଲାଇସ'ରେ ଆୟୋଜିତ ହେବ ଫେନ୍ସିଂ ଓ ଟାଇକୋଣ୍ଡୋ ପ୍ରତିଯୋଗିତା (AP)
ଆତସବାଜିରେ ଆଲୋକିତ ଏଫିଲ ଟାୱାର (AP)

ABOUT THE AUTHOR

...view details