ଓଡିଶା

odisha

ଭାଲେଣ୍ଟାଇନ ଡେ'ରେ ରୋମାଣ୍ଟିକ ହେଲେ ସେଲିବ୍ରିଟି, ପରସ୍ପରକୁ ଜଣାଇଲେ ପ୍ରେମ ଦିବସର ଶୁଭେଚ୍ଛା

By ETV Bharat Odisha Team

Published : Feb 14, 2024, 3:23 PM IST

Celebs Celebrated Valentine's Day: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଦମ୍ପତି ଆଜି ଧୁମଧାମରେ ଭାଲେଣ୍ଟାଇନ ଡେ' ସେଲିବ୍ରେଟ କରିଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରି ପରସ୍ପରକୁ ପ୍ରେମ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ଲିନ ଲୈସରମ ଏବଂ ତମନ୍ନା ବ୍ୟାସଙ୍କ ଠାରୁ ରିୟା ଦେ ଭଳି ସେଲିବ୍ରିଟି ଆଜିର ଦିବସରୁ ପାଳନ କରିଛନ୍ତି । ଦେଖନ୍ତୁ, ସେଲିବ୍ରିଟିଙ୍କ ଫଟୋ
ଓଲିଉଡର ନବବିବାହିତ ଦମ୍ପତି ତମନ୍ନା ବ୍ୟାସ ଏବଂ ସିଦ୍ଧାର୍ଥ ଅଗ୍ରୱାଲ ବିବାହ ପରେ ପ୍ରଥମ ଥର ପାଇଁ ଭାଲେଣ୍ଟାଇନ ଡେ' ପାଳନ କରିଛନ୍ତି
ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସୋସିଆଲ ମିଡିଆରେ ଅର୍ଚ୍ଚିତାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ତାଙ୍କୁ ପ୍ରେମ ଦିବସର ଶୁଭେଚ୍ଛା ଜଣାଇଛନ୍ତି
ସୁନୀଲ ମେସି ନିଜ ଇନଷ୍ଟାଗ୍ରାମରେ ରିୟା ଦେଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ପତ୍ନୀଙ୍କୁ ଭାଲେଣ୍ଟାଇନ ଡେ' ଶୁଭେଚ୍ଛା ଜଣାଇଛନ୍ତି
ଓଲିଉଡର ଲୋକପ୍ରିୟ ଉପସ୍ଥାପିକା ତଥା ଅଭିନେତ୍ରୀ ଏଲି ପାଢୀ ସ୍ୱାମୀଙ୍କୁ ପ୍ରେମ ଦିବସର ଶୁଭେଚ୍ଛା ଜଣାଇଛନ୍ତି
ବଲିଉଡର ଲୋକପ୍ରିୟ ଦମ୍ପତି ରଣଦୀପ ହୁଡ୍ଡା ଏବଂ ଲିନ ଲୈସରମ ବିବାହ ପରେ ପ୍ରଥମ ଥର ପାଇଁ ଭାଲେଣ୍ଟାଇନ ଡେ' ପାଳନ କରିଛନ୍ତି
ଭାଲେଣ୍ଟାଇନେ ଡେ' ରେ ରୋମାଣ୍ଟିକ ହୋଇଛନ୍ତି ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଧା । ନିକଟରେ ଏହି କପଲଙ୍କ ନିର୍ବନ୍ଧ ହୋଇଥିବା ବେଲେ ଖୁବଶୀଘ୍ର ବିବାହ କରିବେ।
ବିପାଶା ବାସୁ ଏବଂ କରଣ ସିଂ ଗ୍ରୋଭର ଭାଲେଣ୍ଟାଇନେ ଡେ' ରେ ରୋମାଣ୍ଟିକ ଅନ୍ଦାଜରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି
ଭାଲେଣ୍ଟାଇନେ ଡେ' ରେ ପୁରୁଣା ସ୍ମୃତିକୁ ମନେ ପକାଇ ଶିଳ୍ପା ସେଟ୍ଟୀ ଏବଂ କରଣ କୁନ୍ଦ୍ରା ପରସ୍ପର ପ୍ରତି ପ୍ରେମବ୍ୟକ୍ତ କରିଛନ୍ତି
କରୀନା କପୁର ଖାନ ମଜାଳିଆ ଅନ୍ଦାଜରେ ସୈଫ ଅଲ୍ଲି ଖାନଙ୍କୁ ଭାଲେଣ୍ଟାଇନ ଡେ' ଶୁଭେଚ୍ଛା ଜଣାଇଛନ୍ତି

ABOUT THE AUTHOR

...view details