ହାଇଦ୍ରାବାଦ:ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ପୁରସ୍କାର ଓସ୍କାର ପାଇଁ ବିଶ୍ବବାସୀଙ୍କ ନଜର ରହିଥାଏ । ମାର୍ଚ୍ଚ ୧୦, ୨୦୨୪ରେ ଲସ ଆଞ୍ଜେଲ୍ସର ଓଭେସନ୍ ହଲିଉଡର ଡଲବି ଥିଏଟରରେ ଏହି ଆୱାର୍ଡ ଶୋ' ଅନୁଷ୍ଠିତ ହେବ । ଏହାରି ମଧ୍ୟରେ ଗତ ମଙ୍ଗଳବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ୯୬ତମ ଓସ୍କାର ପୁରସ୍କାରର ନାମାଙ୍କନ ତାଲିକା ପ୍ରକାଶ ପାଇଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ ଭାରତୀୟ ଫିଲ୍ମ 'To Kill A Tiger ' ମନୋନୀତ ହୋଇ ସଫଳତା ହାସଲ କରିଛି । ସେହିପରି ହଲିଉଡ ଫିଲ୍ମ 'ଓପେନହାଇମର' ଏବଂ 'ବାର୍ବି' ଏପର୍ଯ୍ୟନ୍ତ ସର୍ବାଧିକ ନାମାଙ୍କନ ପାଇଛି । ତେବେ ନାମାଙ୍କନଙ୍କ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ,
ଶ୍ରେଷ୍ଠ ଫିଲ୍ମ
- ଆମେରିକାନ ଫିକ୍ସନ
- ଆନାଟୋମି ଅଫ ଏ ଫଲ
- ବାର୍ବି
- ଦ ହୋଲ୍ଡୋଭର୍ସ
- କିଲର୍ସ ଅଫ ଦ ଫ୍ଲାଭାର ମୁନ
- ମେଷ୍ଟ୍ରୋ
- ଓପେନହାଇମର
- ପାଷ୍ଟ ଲାଇଭ
- ପୁର ଥିଙ୍ଗସ
- ଦ ଜୋନ ଅଫ ଇନଟ୍ରେଷ୍ଟ
ଶ୍ରେଷ୍ଠ ନିର୍ଦ୍ଦେଶକ
- ଜଷ୍ଟିନ ଟ୍ରାଇଟ- ଆନାଟୋମି ଅଫ ଏ ଫଲ
- ମାର୍ଟିନ ସ୍କୋରସେ- କିଲର୍ସ ଅଫ ଦ ଫ୍ଲାଭାର ମୁନ
- ଖ୍ରୀଷ୍ଟୋଫର୍ ନୋଲାନ୍- ଓପେନହାଇମର
- ୟର୍ଗୋସ୍ ଲାଣ୍ଟିମୋସ୍- ପୁର ଥିଙ୍ଗସ
- ଜୋନାଥନ୍ ଗ୍ଲେଜର- ଦ ଜୋନ ଅଫ ଇନଟ୍ରେଷ୍ଟ
ଶ୍ରେଷ୍ଠ ଅଭିନେତା
- ବ୍ରାଡଲେ କପୁର୍- ମେଷ୍ଟ୍ରୋ
- କୌଲମୈନ ଡୋମିଙ୍ଗୋ- ରଷ୍ଟିନ
- ପଲ୍ ଜିଆମାତି- ଦ ହୋଲ୍ଡୋଭର୍ସ
- ସିଲିୟନ୍ ମର୍ଫି- ଓପେନହାଇମର
- ଜେଫ୍ରି ରାଇଟ୍- ଆମେରିକାନ ଫିକ୍ସନ
ଶ୍ରେଷ୍ଠ ଅଭିନେତ୍ରୀ
- ଆନିଟେ ବେନିଙ୍ଗ- ନ୍ୟାଦ
- ଲିଲି ଗ୍ଲାଡଷ୍ଟୋନ୍- କିଲର୍ସ ଅଫ ଦ ଫ୍ଲାଭାର ମୁନ
- ସାନ୍ଦ୍ରା ହୁଲର୍- ଆନାଟୋମି ଅଫ ଏ ଫଲ
- କେରେ ମୁଲ୍ଲିଗନ୍- ମେଷ୍ଟ୍ରୋ
- ଏମା ଷ୍ଟୋନ- ପୁର ଥିଙ୍ଗସ
ଶ୍ରେଷ୍ଠ ସହ ଅଭିନେତା
- ଷ୍ଟ୍ରେର୍ଲିଂ କେ. ବ୍ରାଉନ୍- ଆମେରିକାନ ଫିକ୍ସନ
- ରୋବର୍ଟ ଡି ନିରୋ- କିଲର୍ସ ଅଫ ଦ ଫ୍ଲାଭାର ମୁନ
- ରୋବର୍ଟ ଡାଉନି ଜୁ.- ଓପେନହାଇମର
- ରିଆନ୍ ଗୋସଲିଂ- ବାର୍ବି
- ମାର୍କ ରୁଫାଲୋ- ପୁର ଥିଙ୍ଗସ
ଶ୍ରେଷ୍ଠ ସହ ଅଭିନେତ୍ରୀ
- ଏମିଲି ବ୍ଲଣ୍ଟ- ଓପେନହାଇମର
- ଡାନିଏଲ୍ ବ୍ରୁକ୍ସ- ଦ କଲର ପର୍ପଲ
- ଆମେରିକା ଫେରେରା- ବାର୍ବି
- ଯୋଡି ଫୋଷ୍ଟର- ନ୍ୟାଦ
- ଡେଭାଇନ୍ ଜୟ ରାଣ୍ଡୋଲ୍ଫ - ଦ ହୋଲ୍ଡୋଭର୍ସ
ଅରିଜିନାଲ ସ୍କ୍ରିନ୍ ଫ୍ଲେ
- ଜଷ୍ଟିନ ଟ୍ରୁଇଟ୍ ଏବଂ ଅର୍ଥର ହାରାରି- ଆନାଟୋମି ଅଫ ଏ ଫଲ
- ଡେଭିଡ ହେମିଙ୍ଗସନ- ଦ ହୋଲ୍ଡୋଭର୍ସ
- ବ୍ରାଡଲି କପୁର ଏବଂ ଜୋସ୍ ସିଙ୍ଗର- ମେଷ୍ଟ୍ରୋ
- ସାମି ବର୍ଚ ଏବଂ ଆଲେକ୍ସ ମେକାନିକ୍- ମେ ଡିସେମ୍ବର ଫିଲ୍ମ
- ସେଲିନ୍ ସଙ୍ଗ- ପାଷ୍ଟ ଲାଇଭ
ଶ୍ରେଷ୍ଠ ସିନେମାଟୋଗ୍ରାଫି
- ଏଲ୍ କନ୍ଦେ- ଏଡୱାର୍ଡ ଲାଚମାନ
- କିଲର୍ସ ଅଫ ଦ ଫ୍ଲାଭାର ମୁନ: ରୋଡ୍ରିଗୋ ପ୍ରିଟୋ
- ମେଷ୍ଟ୍ରୋ- ମାଥ୍ୟୁ ଲିବାଟିକ୍ୟୁ
- ଓପେନହାଇମର- ହୋତେ ଭାନ୍ ହୋତେମା
- ପୁର ଥିଙ୍ଗସ- ରବି ରିୟାନ୍
ଶ୍ରେଷ୍ଠ ଅରିଜିନାଲ ଗୀତ
- ଫ୍ଲେମିନ୍ ହଟ୍ ର ଗୀତ "ଦ ଫାୟାର ଇନସାଇଡ"- ସଙ୍ଗୀତ ଏବଂ ଗୀତ ପାଇଁ ଡିଆନ୍ ୱାରେନ୍
- ବାର୍ବିରୁ "ଆଇ ଏମ ଜଷ୍ଟ କେନ"- ମାର୍କ ରନ୍ସନ୍ ଏବଂ ଆଣ୍ଡ୍ରିୟୁ ୱାଟ୍
- "ଆମେରିକୀୟ ସିମ୍ଫୋନୀ" ରୁ "ଇଟ ନେଭେର ୱେଣ୍ଟ ଆୱେ"- ଜୋନ୍ ବାଟିଷ୍ଟେ ଏବଂ ଡାନ୍ ୱିଲସନ
- "କିଲର୍ସ ଅଫ ଦ ଫ୍ଲାଭାର ମୁନ" ରୁ "ୱାହାଜେ"- ସ୍କଟ୍ ଜର୍ଜ