Must Watch Panda's Funny Video: ଜଙ୍ଗଲରେ ଖେଳୁଛି ପାଣ୍ତା, ଦେଖନ୍ତୁ କୌତୁକିଆ ଭିଡିଓ - ପାଣ୍ତାର କୌତୁକିଆ ଭିଡିଓ
🎬 Watch Now: Feature Video
ହାଇଦ୍ରାବାଦ: ସାଧାରଣତଃ ପାଣ୍ଡା ଏକ ଆଦରଣୀୟ ଓ ଗୁଲୁଗୁଲିଆ ପ୍ରାଣୀ । ଯେ କେହି ବି ଦେଖିଲେ ଆଖି ଲାଖିଯାଏ । ଧଳା ଓ କଳା ଲୋମରେ ସେ ଖୁବ୍ ସୁନ୍ଦର ଦେଖାଯାଏ । ତେଣୁ ସେ ଯାହା ବି ହରକତ କରିଥାଏ, ତାହା ଦେଖିବାକୁ ଖୁବ୍ ମଜା ଲାଗିଥାଏ । ପାଣ୍ଡାର ଅଧିକାଂଶ ଭାବ ଭଙ୍ଗୀ ଖେଳାତ୍ମକ ଢଙ୍ଗର ହୋଇଥାଏ । ଘାସରେ ଗଡ଼ିବାଠୁ ଆରମ୍ଭ କରି ଗଛରେ ଚଢିବା ପର୍ଯ୍ୟନ୍ତ, ପାଣିରେ ଗାଧୋଇବା ଠାରୁ ଆରମ୍ଭ କରି ଫୁଟ୍ବଲ୍ ଖେଳିବା ପର୍ଯ୍ୟନ୍ତ ପାଣ୍ଡାର ପ୍ରତ୍ୟେକଟି କାର୍ଯ୍ୟ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ଶିଶୁ ପାଣ୍ଡା ଜଙ୍ଗଲରେ ଖେଳୁଛି । ପାଚେରୀରୁ ଦୁଲକିନା ପଡି ପୁଣି ଚାଲୁଛି, ପୁଣି ତଳେ ଗଡି ପଡୁଛି । ଯିଏ କେହି ବି ଏହି ଭିଡିଓ ଦେଖିବ, ହସି ହସି ଗଡିଯିବେ । ଆପଣ ବି ଦେଖନ୍ତୁ ଏହି ମଜାଦାର
Last Updated : Feb 3, 2023, 8:18 PM IST