ETV Bharat / bharat

ରାଶିଫଳ: ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ ଏହି ରାଶିର ବ୍ୟକ୍ତି - DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ହେବ ? କେଉଁମାନେ ଆର୍ଥିକ ଲାଭ ପାଇବେ । ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ ।

Daily Horoscope Prediction
Daily Horoscope Prediction (ETV Bharat)
author img

By ETV Bharat Odisha Team

Published : Feb 3, 2025, 12:06 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ପ୍ରଦାରକ ହେବ । ଆଜି ଆପଣ ସଂପୂର୍ଣ୍ଣ ଭାବରେ ସାମର୍ଥ୍ୟଯୁକ୍ତ ହେବେ ଏବଂ ପୂର୍ଣ୍ଣ ଆଗ୍ରହର ସହ ଆପଣ କାର୍ଯ୍ୟକୁ ଆଗେଇ ନେବେ । ପରିବାର ସହିତ ଘର ପରିବେଶରେ ଆନନ୍ଦମୟ ସମୟ ବିତାଇବେ, ଯାହାକି ଆପଣଙ୍କୁ ସଂପୂର୍ଣ୍ଣ ଭାବରେ ଖୁସି ଦେବ । ସାମାଜିକ ଭାବରେ ଏକାଠି ହେବା କିମ୍ବା ପାର୍ଟି କରିବାର ସମ୍ଭାବନା ଅଛି ।

Daily Horoscope Prediction
Daily Horoscope Prediction (ARIES)

ବୃଷ: ଆଜି ଆପଣ ବିଷାଦପୂର୍ଣ୍ଣ ରହିବେ । ଅସୁସ୍ଥ ଶରୀର କିମ୍ବା ଆଖି ବ୍ୟଥା ଏହାର କାରଣ ହୋଇପାରେ । ଦିଆଯାଇଥିବା ଆଜିର କାମ ଶେଷ ନ କରି ଅଧା ଅବସ୍ଥାରେ ଛାଡି ପାରନ୍ତି । ଖର୍ଚ୍ଚ ଉପରେ ନଜର ରଖନ୍ତୁ, ନଚେତ ଅର୍ଥ ସମସ୍ୟା ଦେଖା ଦେଇପାରେ । କଠିନ ପରିଶ୍ରମ ସଫଳତା ଆଣିପାରେ । ଆଜି ଦୁର୍ଘଟଣା ଘଟିବାର ଆଶଙ୍କାରେ ରହିଛି ତେଣୁ ସାବଧାନ ରୁହନ୍ତୁ ।

Daily Horoscope Prediction
Daily Horoscope Prediction (TAURUS)

ମିଥୁନ: ସମସ୍ତ ବାଦବିବାଦ ଏବଂ ସଂଘର୍ଷ ପରେ ମଧ୍ୟ କାର୍ଯ୍ୟରେ ସଫଳ ହେବେ । ଗ୍ରହ ନକ୍ଷତ୍ର ଆପଣଙ୍କ ସପକ୍ଷରେ ରହିବେ । ଆପଣ ସନ୍ତୁଷ୍ଟି ଅନୁଭବ କରିବେ ଏବଂ ଦିନ ଶେଷରେ ଶାନ୍ତିରେ ଶୋଇପାରିବେ । ବନ୍ଧୁମାନଙ୍କଠାରୁ ଉପହାର ଏବଂ ସହକର୍ମୀ ମାନଙ୍କଠାରୁ ସହଯୋଗ ପାଇବେ । ଆର୍ଥିକ ସମସ୍ୟାର ସମାପ୍ତ ହେବ ।

Daily Horoscope Prediction
Daily Horoscope Prediction (GEMINI)

କର୍କଟ: ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଦିନଟି ଶୁଭଙ୍କର ଅଟେ । ବିଦେଶରୁ ସୁଖବର ପ୍ରାପ୍ତି ଯୋଗ ରହିଛି । କୌଣସି ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି କିମ୍ୱା ଛୋଟ ଯାତ୍ରାକରି ଆନନ୍ଦ ଉପଯୋଗ କରିପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ଜାରି ରହିବ । ନିଜର ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିପାରନ୍ତି । ବୃତ୍ତିଧାରୀଙ୍କ ପାଇଁ ହଠାତ ଅର୍ଥପ୍ରାପ୍ତି ଯୋଗ ଅଛି । ବିଦେଶ ଯାତ୍ରା କିମ୍ବା ତୀର୍ଥଯାତ୍ରା ପାଇଁ ଆପଣ ଯୋଜନା କରିପାରନ୍ତି ।

Daily Horoscope Prediction
Daily Horoscope Prediction (CANCER)

ସିଂହ: ଯଦି ଆପଣ କୌଣସି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥାନ୍ତି ତେବେ ଏଥିପାଇଁ ଆଶ୍ଚର୍ଯ୍ୟାନ୍ବିତ ହୁଅନ୍ତୁ ନାହିଁ। ଏହା ବ୍ୟକ୍ତିଗତ ହେଉ ବା କାର୍ଯ୍ୟସମ୍ବନ୍ଧିତ ଆପଣା ଏହାର ସମାଧାନର ମାର୍ଗ ବାହାର କରିବେ । ଆପଣଙ୍କୁ ଏଥିପାଇଁ ବୁଦ୍ଧି ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ । ସନ୍ତୁଳିତ ତଥା ଶାନ୍ତ ରୁହନ୍ତୁ । ଆପଣଙ୍କର ସାମାଜିକ ପ୍ରତିଷ୍ଠାରେ ଉନ୍ନତି ଆସିବ।

Daily Horoscope Prediction
Daily Horoscope Prediction (LEO)

କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ବାହାର ଖାଇବାଠାରୁ ଦୂରରେ ରୁହନ୍ତୁ । ନଚେତ ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । ଆପଣ ନିଜର କ୍ରୋଧକୁ ବାରଣ କରିବା ସଙ୍ଗେ ସଙ୍ଗେ ତିକ୍ତ ବାର୍ତ୍ତାଳାପକୁ ମଧ୍ୟ ସଞ୍ଜତ କରନ୍ତୁ । ନଚେତ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପରିବାରର ସଦସ୍ୟଙ୍କ ସହ ତର୍କ ବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ । ଜଳାଶୟ ବା ଜଳଠାରୁ ଦୂରତାକୁ ରକ୍ଷା କରନ୍ତୁ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ବେଆଇନ ବା ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ । ନଚେତ ଭୁଲବୁଝାମଣା ବା ଝଗଡା ହୋଇପାରେ ।

Daily Horoscope Prediction
Daily Horoscope Prediction (VIRGO)

ତୁଳା: ଶରୀର ସୁସ୍ଥ ରହିବ । ବୃତ୍ତିରେ ଲାଭବାନ ହେବେ । ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ପରିବାରର ସଦସ୍ୟଙ୍କ ଅଧିନରେ ଦିନଟିକୁ ହସଖୁସିରେ କାଟିବେ । ଅତ୍ୟଧିକ ଖର୍ଚ୍ଚପ୍ରତି ଜାଗ୍ରତ ରୁହନ୍ତୁ । ଆପଣ ସବୁକାର୍ଯ୍ୟରେ ସଫଳତା ଲାଭକରି ନିଜର ନାମ ଓ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବେ ।

Daily Horoscope Prediction
Daily Horoscope Prediction (LIBRA)

ବିଛା: ଆଜି ଆପଣଙ୍କ ଉପରେ ମିଶ୍ର ପ୍ରଭାବ ରହିବ । ଆପଣ ବ୍ୟବସାୟ ସମ୍ପର୍କିତ ଭ୍ରମଣ ଏଡାନ୍ତୁ କିମ୍ୱା ଅତିକମ୍‌ରେ ରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ଦିନଟି ଶୁଭ ରହିବ । ଶିକ୍ଷକ, ଲେଖକ ଏବଂ ପ୍ରଶିକ୍ଷିଣକାରୀ ଲାଭବାନ ହେବେ । ପାରିବାରିକ କଳହ ପ୍ରତି ସତର୍କ ରୁହନ୍ତୁ ।

Daily Horoscope Prediction
Daily Horoscope Prediction (SCORPIO)

ଧନୁ: ଆଜି ମାନସିକ ବ୍ୟସ୍ତତା ଯୋଗୁଁ ମନ ଆଶାନ୍ତି ରହିପାରେ । ଯଦି ସମ୍ପତ୍ତି ସମ୍ବନ୍ଧିତ ଘଟଣା ହୋଇଥାଏ, ତେବେ କଥାବାର୍ତ୍ତା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଆଜି ଦିନରେ ଆର୍ଥିକହାନି ହୋଇପାରେ । ଦୂରଯାତ୍ରା କରିବାର ସମ୍ଭାବନା ରହିଛି । ନିଜକୁ ଅସହାୟ ମନ କରିପାରନ୍ତି ।

Daily Horoscope Prediction
Daily Horoscope Prediction (SAGITTARIUS)

ମକର: ଆପଣଙ୍କ ଠାରେ ଅହଂଭାବ ମଧ୍ୟ ଦେଖାଦେବାର ସମ୍ଭାବନା ଅଛି । ଆପଣ ନିଜର ସରକାରୀ କାମରେ ସଫଳତା ପାଇବେ । କିଛି ସମସ୍ୟା କାରଣରୁ ଆପଣଙ୍କ ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଏହା ଉପରେ ଧ୍ୟାନ ଦିଅନ୍ତୁ । ନିଜର କ୍ରୋଧକୁ ମଧ୍ୟ ନିୟନ୍ତ୍ରଣ କରିବା ଶିଖନ୍ତୁ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

Daily Horoscope Prediction
Daily Horoscope Prediction (CAPRICORN)

କୁମ୍ଭ: ଆପଣ ବହୁତ କାର୍ଯ୍ୟବ୍ୟସ୍ତ ରହିବେ । ଆପଣଙ୍କ ବିବାହ ବିଷୟରେ କଥାବାର୍ତ୍ତା ଚାଲୁଥିଲେ ମଧ୍ୟ ଆପଣ ବିବାହ କରିବା ପାଇଁ କିଛି ସମୟ ଅପେକ୍ଷା କରିବା ଆବଶ୍ୟକ ହେବ । ଆଜି କାହାକୁ ଟଙ୍କାପଇସା ଉଧାର ଦିଅନ୍ତୁ ନାହିଁ, ନଚେତ ତାହା ଫସିଯାଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବିରୋଧୀମାନେ ଦୁର୍ବଳ ହେବେ । କୌଣସି ସ୍ଥାନକୁ ଭ୍ରମଣରେ ଯିବାର ଇଚ୍ଛା ପୂରଣ ହୋଇପାରେ ।

Daily Horoscope Prediction
Daily Horoscope Prediction (AQUARIUS)

ମୀନ: ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସ୍ପଷ୍ଟତା ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଏକ ଅନ୍ତ୍ୟନ୍ତ ଶୁଭ ଦିନ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୂଆ ପ୍ରକାରର ଶାରିରୀକ ଫିଟ୍‌ନେସ୍‌ ଆପଣ ବଜାୟ ରଖିପାରିବେ । କାର୍ଯ୍ୟ, ଘର ଏବଂ ଅବକାଶ କ୍ଷେତ୍ରରେ ଆପଣ କରିଥିବା ସମସ୍ତ ପ୍ରଚେଷ୍ଟା ସଫଳ ହେବେ ଏବଂ ଆପଣ ସବୁଠାରୁ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିପାରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବ ।

Daily Horoscope Prediction
Daily Horoscope Prediction (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.