ULB Polls: କଟକର ୪୪୯ଟି ବୁଥରେ ଚାଲିଛି ମତଦାନ

By

Published : Mar 24, 2022, 9:48 AM IST

Updated : Feb 3, 2023, 8:20 PM IST

thumbnail
କଟକ: କଟକ ମହାନଗର ନିଗମ ନିର୍ଵାଚନ ପାଇଁ ଆରମ୍ଭ ହେଲା ଭୋଟ ଗ୍ରହଣ । ସକାଳ ୮ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୫୯ଟି ୱାର୍ଡର ୪୪୯ଟି ବୁଥରେ ମତଦାନ ଦେଉଛନ୍ତି ୪ ଲକ୍ଷ ୫୦ ହଜାର ୭୫୯ ଭୋଟର । ତେବେ ମହିଳାଙ୍କ ପାଇଁ କଟକ ସହରରେ ୬ଟି ପିଙ୍କ ବୁଥ କରାଯାଇଛି। ଏହି ପିଙ୍କ ବୁଥରେ କଣ ଅଧିକ ସୁବିଧା ରହିଛି, ଏନେଇ ପିଙ୍କ ବୁଥରୁ ପ୍ରିଜାଇଡିଂ ଅଫିସରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.