4th Phase Voting: ଜଗନ୍ନାଥପୁର ବୁଥରେ ଉତ୍ସାହିତ ଭୋଟର - ବାଲେଶ୍ବରରେ ଚତୁର୍ଥ ପର୍ଯ୍ୟାୟ ମତଦାନ
🎬 Watch Now: Feature Video
ବାଲେଶ୍ବର: ଜିଲ୍ଲାର ତିନୋଟି ବ୍ଳକରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଜିଲ୍ଲାର ନୀଳଗିରି, ଔପଦା ଓ ବାହାନଗା ବ୍ଲକରେ ଭୋଟରମାନେ ସେମାନଙ୍କ ମତ ସାଵ୍ୟସ୍ତ କରୁଛନ୍ତି । ନିର୍ବାଚନୀ ସ୍ଥିତି ପରଖିବା ପାଇଁ ଔପଦା ବ୍ଲକର ତଲକିଆ ପଞ୍ଚାୟତର ଜଗନ୍ନାଥପୁର ବୁଥରେ ପହଞ୍ଚିଛି ଇଟିଭି ଭାରତ ଟିମ । ସେଠାକାର ସ୍ଥିତି ପରଖିବା ସହ ଭୋଟରଙ୍କ ମତ ସଂଗ୍ରହ କରିଥିଲୁ। ମତଦାନ ଚାଲିଥିବାବେଳେ କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST