vote counting: ଅନୁଗୋଳ, ଝାରସୁଗୁଡ଼ା, ଢେଙ୍କାନାଳ ଓ ବୌଦ୍ଧରେ ଚାଲିଛି ଭୋଟ ଗଣତି

By

Published : Feb 26, 2022, 11:03 AM IST

Updated : Feb 3, 2023, 8:17 PM IST

thumbnail
ଅନୁଗୋଳ/ଝାରସୁଗୁଡ଼ା/ଢେଙ୍କାନାଳ/ବୌଦ୍ଧ : ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟା। ଅନୁଗୋଳ ଜିଲ୍ଲାର 8ଟି ବ୍ଲକରେ ଭୋଟ ଗଣନା ଚାଲିଛି। ତେବେ ୬୩ଟି ପଞ୍ଚାୟତର ବିଭିନ୍ନ ଆସନ ପାଇଁ ଭୋଟ ଗଣତି ଚାଲିଛି। ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଚାଲିଛି ଭୋଟ ଗଣନା। ଢେଙ୍କାନାଳ ଜିଲ୍ଲାର ୮ଟି ଜିଲ୍ଲା ପରିଷଦ ଜୋନ ଓ ୬୨ଟି ପଞ୍ଚାୟତ ପାଇଁ ଚାଲିଛି ଭୋଟ ଗଣତି। ଅନ୍ୟପଟେ ବୌଦ୍ଧ ଜିଲ୍ଲାର 3ଟି ଜୋନରେ ଭୋଟ ଗଣତି ପ୍ରକ୍ରିୟା ଚାଲିଛି। ଭୋଟ ଗଣତି ବେଳେ ଚାରି ବ୍ୟାପକ ପୋଲିସ ମୂତୟନ କରାଯାଇଛି। ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଢେଙ୍କାନାଳରୁ ଉର୍ମିଳା ପାତ୍ର ଓ ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.