thumbnail

By

Published : Mar 26, 2022, 12:48 PM IST

Updated : Feb 3, 2023, 8:21 PM IST

ETV Bharat / Videos

Interview: ଏହା ହେଉଛି ବିକାଶର ଜନାଦେଶ: BJD ବିଧାୟକ ଦେବୀ ମିଶ୍ର

ଭୁବନେଶ୍ବର: ଜାରି ରହିଛି ପୌର ନିର୍ବାଚନର ଭୋଟ ଗଣତି । ପଞ୍ଚାୟତ ନିର୍ବାଚନ ପରି ପୁଣି ଏକ ସର୍ବବୃହତ ବିଜୟ ଆଡକୁ ଯାଉଛି ଶାସକ ବିଜୁ ଜନତା ଦଳ(BJD) । ଏନେଇ ବିଜେଡି ଉପ-ସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ମିଶ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସଞ୍ଜୀବ ରାୟ। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.