ଭୁବନେଶ୍ୱର ଏମ୍ସରେ ଗିରଫ ବଙ୍ଗମନ୍ତ୍ରୀ, ପ୍ରତିକ୍ରିୟା ରଖିଲେ ବଙ୍ଗବାସୀ
🎬 Watch Now: Feature Video
ଭୁବନେଶ୍ବର: ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ AIIMS ଭୁବନେଶ୍ବରରେ ସମାଲୋଚନା କଲେ ବଙ୍ଗବାସୀ । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଏମ୍ସ ମେଡିକାଲରେ ପହଞ୍ଚିବା ପରେ ସେଠାରେ ଥିବା ଲୋକେ ମନ୍ତ୍ରୀଙ୍କୁ ଓ ପଶ୍ଚିମବଙ୍ଗ ସରକାରକୁ ସମାଲୋଚନା କରିଛନ୍ତି । ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ, "ପଶ୍ଚିମବଙ୍ଗର ସ୍ବାସ୍ଥ୍ୟବସ୍ଥା ଏତେ ଭଲ ଯେ ସେଥିଲାଗି ଆମେ ଓଡ଼ିଶା ଆସୁଛନ୍ତି । ଆମ ପରେ ମନ୍ତ୍ରୀ ମଧ୍ୟ ଏଠାକୁ ଆସୁଛନ୍ତି ।" ତେବେ ସେ ପରୋକ୍ଷରେ ପଶ୍ଚିମବଙ୍ଗର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିର ପରିହାସ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।