Watch Video : ବିଦେଶୀଙ୍କ ମୁହଁରେ ମହାପ୍ରଭୁଙ୍କ ଗୀତ

By

Published : Jul 10, 2022, 8:15 PM IST

thumbnail
ପୁରୀ : ଆଜି ବିଶ୍ବର ବଡ଼ ଠାକୁର ଶ୍ରୀ ମହାପ୍ରଭୁଙ୍କ ସୁନା ବେଶ । ତେବେ ରଥ ଉପରେ ତିନି ଠାକୁରଙ୍କର ସୁନା ବେଶ ଦେଖିବାକୁ ଭକ୍ତଙ୍କର ପ୍ରବଳ ଭିଡ଼ ଜମିଛି । ଏହି କ୍ରମରେ ପୁରୀରେ ଆଜି ବିଦେଶୀ ଭକ୍ତଙ୍କୁ ଦେଖିବାକୁ ମିଳିଛି । ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇ ମହାପ୍ରଭୁଙ୍କ ନାମ ଜପୁଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.