Cycling From Bhubaneswar To Jaipur: ଖେଳକୁ ପ୍ରୋତ୍ସାହନ ପାଇଁ ଓଡିଆ ଯୁବକ ବିନୀତଙ୍କ ସାଇକେଲ ଯାତ୍ରା

By

Published : Jun 11, 2022, 10:41 PM IST

thumbnail
ରାଞ୍ଚି: ଉତ୍ସାହ ଏବଂ ଆଗ୍ରହ ଥିଲେ କୌଣସି କାର୍ଯ୍ୟ କଠିନ ଲାଗେନି । କିଛି ଏପରି କରି ଦେଖାଇଛନ୍ତି ଭୁବନେଶ୍ବରରର ବିନୀତ କୁମାର । ବିନୀତ ଭୁବନେଶ୍ବରରୁ ଜୟପୁର (ରାଜସ୍ଥାନ) ପର୍ଯ୍ୟନ୍ତ ସାଇକେଲ ଯାତ୍ରାରେ ବାହାରିଛନ୍ତି । ୧୭୯୫ କିଲୋମିଟର ଦୂରତା ଅତିକ୍ରମ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏହି ସମୟରେ ରାସ୍ତାରେ ପଡୁଥିବା IIT ଏବଂ IIM ସଂସ୍ଥାନ ଗୁଡିକୁ ଯାଇ ଖେଳକୁ ପ୍ରୋତ୍ସାହନ ଦେବା ନିମନ୍ତେ ଅପିଲ କରିବେ । ବିନୀତ କହିଛନ୍ତି, ଏହି ଯାତ୍ରା ସମ୍ପୂର୍ଣ୍ଣ ହେବାକୁ ୨୦ରୁ ୨୨ ଦିନ ଲାଗିବ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.