Watch Video: ଦେଶରେ ପ୍ରଥମ ଘରୋଇ Dental museum - ଦେଶର ପ୍ରଥମ ଘରୋଇ ଡେଣ୍ଟାଲ ମ୍ୟୁଜିଅମ

🎬 Watch Now: Feature Video

thumbnail

By

Published : May 12, 2022, 9:40 PM IST

ଗାନ୍ଧୀନଗର: ଶରୀରର ଅନେକ ଅଙ୍ଗ ମଧ୍ୟରେ ଦାନ୍ତର ମଧ୍ୟ ରହିଛି ପ୍ରମୁଖ ଭୂମିକା । ସାଧାରଣତଃ ଶରୀରରେ ଦାନ୍ତର ସଂଖ୍ୟା ଅପେକ୍ଷା ଏହାର କାର୍ଯ୍ୟ ସମ୍ପର୍କରେ ପ୍ରାୟତଃ ଆମେ ଜାଣିନାହୁଁ । ଏହା ଯନ୍ତ୍ରଣା ଦେବା ପୂର୍ବରୁ ଦାନ୍ତର ଯତ୍ନ ସମ୍ପର୍କରେ ନିଶ୍ଚିତ ଭାବରେ ଅବଗତ ହେବା ଆବଶ୍ୟକ । ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଗୁଜୁରାଟର ଭଦୋଦରାଠାରେ ଡାକ୍ତର ଯୋଗେଶ ଚନ୍ଦରଣା ଓ ଡକ୍ଟର ପ୍ରଣବ ଏକ ଡେଣ୍ଟାଲ ମ୍ୟୁଜିଅମ ସ୍ଥାପନ କରିଛନ୍ତି । ଏଥିରେ ସେ ଦାନ୍ତର ଯତ୍ନ ପାଇଁ ବିଭିନ୍ନ ଉପକରଣକୁ ସ୍ଥାନିତ କରିଛନ୍ତି । ତେବେ ଏହା ଗୁଜୁରାଟ ସମେତ ଦେଶର ପ୍ରଥମ ଘରୋଇ ଡେଣ୍ଟାଲ ମ୍ୟୁଜିଅମ ବୋଲି ଜଣାପଡ଼ିଛି । ଆମେରିକାରେ ଏପରି ଏକ ମ୍ୟୁଜିଅମ 'House on Hoax' ଦେଖିବା ପରେ ସେ ରାଜ୍ୟରେ ଏହି ମ୍ୟୁଜିଅମକୁ ନିର୍ମାଣ କରିଥିବା କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.