ପତାକା ଉତ୍ତୋଳନକୁ ନେଇ 2 କଂଗ୍ରେସ ନେତା ହାତାହାତି, ଭିଡିଓ ଭାଇରାଲ - police intervention
🎬 Watch Now: Feature Video
ଭୋପାଳ: ଦେଶ ପାଳୁଛି 71 ତମ ସାଧାରଣତନ୍ତ୍ର ଦିବସ। ହେଲେ ଆଜିର ଏହି ଉଲ୍ଲେଖନୀୟ ଦିନରେ ମଧ୍ୟପ୍ରଦେଶର କଂଗ୍ରେସ ନେତାଙ୍କ ପାଖରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ। ଯାହା ଦେଶ ପାଇଁ ଏକ ଲଜ୍ଜ୍ୟାଜନକ ଘଟଣା। ପତାକା ଉତ୍ତୋଳନକୁ ନେଇ ସର୍ବ ସମ୍ମୁଖରେ ଦୁଇ କଂଗ୍ରେସ ନେତା ଦେବେନ୍ଦ୍ର ସିଂ ଓ ଚନ୍ଦୁ କୁଞ୍ଜିର ଇନ୍ଦୋର ପାର୍ଟି ଅଫିସ ସମ୍ମୁଖରେ ମାଡପିଟ ହୋଇଛନ୍ତି। ତେବେ ପୋଲିସଙ୍କ ମଧ୍ୟସ୍ତିରେ ପରିସ୍ଥିତିକୁ ଶାନ୍ତ କରାଯାଇଥିଲା।