ଆଜାଦୀ କା ଅମୃତ ମହୋତ୍ସବ, 20 ଟନ୍ ପରିବାରେ ଜାତୀୟ ପତାକା - ପରିବାରେ ତିଆରି ହେଲା ଜାତୀୟ ପତାକା
🎬 Watch Now: Feature Video
ବେଙ୍ଗାଲୁରୁ: 20 ଟନ୍ ପରିବାରେ ତିଆରି ହେଲା ଜାତୀୟ ପତାକା(flag bloomed in 20 tons of fresh vegetables) । ହରଘର ତ୍ରିରଙ୍ଗା ଅଭିଯାନରେ ଏଭଳି ଏକ ତ୍ରିରଙ୍ଗା ତିଆରି କରିଛି ବେଙ୍ଗାଲୁରୁସ୍ଥିତ ୱେକୁଲ୍ ନାମକ ଏକ କମ୍ପାନୀ । ବିଭିନ୍ନ ପ୍ରକାର ପରିବା ବ୍ୟବହାର କରି ଏହି ବିଶାଳ ତ୍ରିରଙ୍ଗା ତିଆରି ସ୍ବାଧୀନତା ଦିବସ ପାଳିଛି କମ୍ପାନୀ । 7,632 ବର୍ଗଫୁଟରେ ଏହି ପତାକା ତିଆରି କରି ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଛି । ଏହି ଫୁଡ୍ ଫ୍ଲାଗ୍ ତିଆରିର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।