Azadi ka Amrit Mahotsav, କୋରାପୁଟରେ ବିଶାଳ ତ୍ରିରଙ୍ଗା ଯାତ୍ରା

By

Published : Aug 13, 2022, 4:05 PM IST

thumbnail
ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜୟପୁର ଏବଂ କୋରାପୁଟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି । କୋରାପୁଟରେ ୭୫ ଫୁଟ ଲମ୍ବର ଜାତୀୟ ପତାକାକୁ ନେଇ ନଗର ପରିକ୍ରମା କରାଯାଇଛି । ଏହାସହ ଜୟପୁରରେ ବିଶାଳ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ବିଶାଳକାୟ ପତାକାକୁ ନେଇ ବିଶାଳ ଶୋଭାଯାତ୍ରା କରାଯାଇଛି । ଇଟିଭି ଭାରତ, କୋରାପୁଟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.