ଆଗେ ଆଗେ ଛୁଆଙ୍କୁ ନେଇ ଚାଲିଛି ବାଘୁଣୀ ନୈନା, ପଛେ ଚାଲିଛନ୍ତି ପର୍ଯ୍ୟଟକ - madhyapradesh latest news
🎬 Watch Now: Feature Video

ଭୋପାଳ: 4 ଛୁଆଙ୍କୁ ସାଙ୍ଗରେ ଧରି ଆଗେ ଆଗେ ଚାଲିଛି ବାଘୁଣୀ ନୈନା । ଆଉ ପଛେ ପଛେ ଚାଲିଛନ୍ତି ପର୍ଯ୍ୟଟକ । କାହାର କିଛି କ୍ଷତି ନ କରି ନିଜ ରାସ୍ତାରେ ମାଡି ଚାଲିଛନ୍ତି ବାଘ । ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏଦୃଶ୍ୟ ହେଉଛି କାହ୍ନା ଜାତୀୟ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରର । ଆପଣ ବି ଥରେ ଦେଖନ୍ତୁ ଏ ଭିଡିଓ...