ପିପିଇ କିଟ କିଣା ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ନେଇ ସନ୍ଦେହରେ ସୁଦର୍ଶନ - ଭିଜିଲାନ୍ସ ତଦନ୍ତ ନେଇ ସନ୍ଦେହ
🎬 Watch Now: Feature Video
ଭୁବନେଶ୍ବର: ପିପିଇ କିଟ, ମାସ୍କ ଓ ଟେଷ୍ଟିଂ କିଟ୍ କିଣା ଦୁର୍ନୀତି ନେଇ ଆସିଛି ଲୋକୟୁକ୍ତଙ୍କ ନିର୍ଦ୍ଦେଶ । ଭିଜିଲାନ୍ସ ଏହି ଘଟଣାର ତଦନ୍ତ କରିବ । ଯଦିଓ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେଲେ ଭିଜିଲାନ୍ସ ତଦନ୍ତ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଖୋଦ ଆବେଦନକାରୀ ସୁଦର୍ଶନ ଦାସ। ତେବେ ଦୀର୍ଘ ୬ ମାସ ପରେ ଲୋକୟୁକ୍ତଙ୍କ ନିର୍ଦ୍ଦେଶ ଆସିଲା ପରେ ଇଟିଭି ଭାରତ ଆଗରେ ନିଜର ମତ ରଖିଛନ୍ତି ସୁଦର୍ଶନ ଦାସ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ