thumbnail

By

Published : Apr 13, 2022, 9:37 PM IST

ETV Bharat / Videos

Good Video: ରେସ୍ତୋରାଁରେ ଗଡୁଛି ଟଏ ଟ୍ରେନ, ମଜା ନେଉଛନ୍ତି ଗ୍ରାହକ

ଗାନ୍ଧୀନଗର: ରେସ୍ତୋରାଁରେ ଗଡୁଛି ଟଏ ଟ୍ରେନ । ମନ ମୁତାବକ ଖାଦ୍ୟ ସାଙ୍ଗକୁ ଟଏ ଟ୍ରେନର ମଜା ନେଉଛନ୍ତି ଗ୍ରାହକ । ଏପରି ଟଏ ଟ୍ରେନର ବନ୍ଦୋବସ୍ତ ଦେଖିବାକୁ ମିଳିଛି ଗୁଜୁରାଟର ସୁରଟରେ। ସବୁଠୁ ବଡ କଥା ହେଉଛି କି ଟ୍ରେନରେ ଗୁଜୁରାଟର ବିଭିନ୍ନ ଷ୍ଟେସନର ନାମ ଲେଖା ଯାଇଥିବାବେଳେ ଏହା ଗ୍ରାହକଙ୍କ ଟେବଲ୍ ପାଖକୁ ଆପେ ଆପେ ଯାଇଥାଏ । ସେଥିରେ ବିଭିନ୍ନ ସାମଗ୍ରୀ ଥିବା ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଟଏ ଟ୍ରେନ ରେସ୍ତୋରାଁକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.