thumbnail

By

Published : Mar 29, 2020, 4:19 PM IST

ETV Bharat / Videos

ଏମିତି ସମୟ ଅତିବାହିତ କରୁଛନ୍ତି ସାଂସଦ ଜୁଏଲ ଓରାମ; ଦେଖନ୍ତୁ ଭିଡିଓ

ରାଉରକେଲା: ମହାମାରୀ କୋରୋନାକୁ ନେଇ ସାରା ଦେଶ ଲକଡାଉନ । ଫଳରେ ନେତା, ଜନତା, ସମସ୍ତେ ବର୍ତ୍ତମାନ ନିଜ ନିଜ ଘରେ ରହୁଛନ୍ତି । କେହି ଘରୁ ନବାହାରିବାକୁ ନିର୍ଦ୍ଦେଶ ରହିଛି । ଫଳରେ ସମୟ ଅତିବାହିତ କରିବା ବର୍ତ୍ତମାନ ପକ୍ଷେ ଚିନ୍ତାର ବିଷୟ ଅନେକ ଲୋକଙ୍କ ପାଇଁ ହୋଇପଡିଛି । ହେଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କଣ କରୁଛନ୍ତି ଲକଡାଉନ ସମୟରେ ? ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.