ତାନାଜୀ ସାୱନ୍ତଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ ଶିବସେନା କର୍ମୀ

By

Published : Jun 25, 2022, 2:47 PM IST

thumbnail
ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ଅସ୍ଥିରତା । 40 ରୁ ଅଧିକ ଶିବସେନା ବିଧାୟକ ଏକନାଥ ସିନ୍ଧେଙ୍କୁ ସମର୍ଥନ କରିବା ପରେ ଟଳମଳ ହେଉଛି ମହାରାଷ୍ଟ୍ର ସରକାରଙ୍କ ଗାଦି । ଉଦ୍ଧବ ଠାକରେଙ୍କ ବିରୋଧରେ ଏପରି ବିଦ୍ରୋହ ହେତୁ ଶିବସେନା କର୍ମଚାରୀ ଏକନାଥ ସିନ୍ଧେଙ୍କ ଉପରେ ରାଗିଛନ୍ତି । ଫଳରେ ପୁଣେରେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ କାର୍ଯ୍ୟାଳୟରେ ଶିବସେନା କର୍ମୀମାନେ ଭଙ୍ଗାରୁଜା କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.