ଶିବସେନା ବିଧାୟକଙ୍କ ମନମୁଖୀ ଶାସନ, କଣ୍ଟ୍ରାକ୍ଟରଙ୍କ ଉପରେ ପକାଇଲେ ଅଳିଆ

By

Published : Jun 13, 2021, 1:50 PM IST

thumbnail
ମୁମ୍ବାଇ: ମହାରାଷ୍ଟ୍ର ଚାନ୍ଦିଭାଲି ଶିବସେନା ବିଧାୟକ ଦିଲ୍ଲିପ ଲାଣ୍ଡେଙ୍କ ଶାସନଗିରି ଭିଡିଓ ଭାଇରାଲ । ଅଳିଆ ସଫା ହୋଇନଥିବା କାରଣରୁ ଜଣେ କଣ୍ଟ୍ରାକ୍ଟରଙ୍କୁ ନର୍ଦ୍ଦମା ପାଣିରେ ବସାଇ ତାଙ୍କ ଉପରେ ଅଳିଆ ପକାଇଥିବା ଦେଖିବାକୁ ମିଳିଛି । ବର୍ଷା ପାଣି ଜମି ରହିଥିବା ସ୍ଥାନରେ କଣ୍ଟ୍ରାକ୍ଟରଙ୍କୁ ବସାଇ ତାଙ୍କ ଉପରେ ସେହି ଅଳିଆ ପକାଇବାକୁ ଅନ୍ୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ । ସେ ଠିକରେ କାର୍ଯ୍ୟ କରିନଥିବାରୁ ତାଙ୍କୁ ଏପରି ଶାସ୍ତି ଦେଇଥିବା ବିଧାୟକ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.