ଜମ୍ମୁ କାଶ୍ମୀରରେ ବର୍ଷର ପ୍ରଥମ ତୁଷାରପାତ, ବିଭୋର ପର୍ଯ୍ୟଟକ
🎬 Watch Now: Feature Video
ଶ୍ରୀନଗର: ବରଫ ଚାଦରରେ ଘୋଡେଇ ହେଲା ଜମ୍ମୁ-କାଶ୍ମୀର । ମୁଗଲ ରୋଡ, ପୀର କି ଗଲି ଇତ୍ୟାଦି ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବର୍ଷର ପ୍ରଥର ତୁଷାରପାତ ଆରମ୍ଭ ହୋଇଛି । ରାସ୍ତାଘାଟ, ଘର ଦ୍ବାର, ବୃକ୍ଷଲତା ସବୁ କିଛି ବରଫର ଶୁଭ୍ର ଚାଦରରେ ଆବୃତ୍ତ ହୋଇଛି । ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟରେ ବିଭୋର ହୋଇଛନ୍ତି ପର୍ଯ୍ୟଟକ । ଦେଖନ୍ତୁ ତୁଷାରପାତର ଏହି ଭିଡିଓ