ବ୍ୟଙ୍ଗ କବିଙ୍କ ଦୃଷ୍ଟିରେ ସାବିତ୍ରୀ ବ୍ରତ - ବ୍ୟଙ୍ଗ କବିଙ୍କ ଦୃଷ୍ଟିରେ ସାବିତ୍ରୀ ବ୍ରତ
🎬 Watch Now: Feature Video
ଜଗତସିଂହପୁର: ସାବିତ୍ରୀ ବ୍ରତକୁ ନେଇ ଗାଁଠୁ ସହର ଚଳଚଞ୍ଚଳ । ସକାଳୁ ସକାଳୁ ମହିଳା ମାନେ ମନ୍ଦିରରେ ପହଞ୍ଚି ସାବିତ୍ରୀ ବ୍ରତ ପୂଜା କରିବା ସହ ସ୍ୱାମୀଙ୍କ ମଙ୍ଗଳ କାମନା କରିଥାନ୍ତି । ତେବେ ସାବିତ୍ରୀ ବ୍ରତକୁ ନେଇ ବିଭିନ୍ନ ଲୋକ କଥା ରହିଛି । ସାବିତ୍ରୀ କୁଆଡେ ନିଜର ନିଷ୍ଠା ବଳରେ ଯମରାଜଙ୍କ ଠାରୁ ନିଜ ସ୍ୱାମୀଙ୍କ ଜୀବନ ଫେରାଇ ଆଣିବା ସହ ଶାଶୂ ଓ ଶ୍ୱଶୁରଙ୍କ ଦୃଷ୍ଟିଶକ୍ତିକୁ ଫେରାଇ ଆଣିବାରେ ସଫଳ ହୋଇଥିଲେ । ତେବେ ସାବିତ୍ରୀ ବ୍ରତକୁ ନେଇ ଜଗତସିଂହପୁରର ବ୍ୟଙ୍ଗକବି ନିଳିମା ସାହୁ କ’ଣ କହୁଛନ୍ତି ଆସନ୍ତୁ ଶୁଣିବା । ଇଟିଭି ଭାରତ, ଜଗତସିଂହପୁର