thumbnail

By

Published : Jul 23, 2021, 7:40 AM IST

ETV Bharat / Videos

ବାଲୁକା କଳାରେ ନିଳାଦ୍ରୀ ବିଜେ ଓ ରସ ଗୋଲା ଦିବସର ଶୁଭେଚ୍ଛା

ପୁରୀ: ରତ୍ନବେଦୀକୁ ଫେରିବେ ଶ୍ରୀଜିଉ । ସୁନାବେଶ, ଅଧରାପଣ ନୀତି ପରେ ଆଜି ହେଉଛି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ । ଆଜି ସନ୍ଧ୍ୟାରେ ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ଏନେଇ ବାଲୁକା କଳା ମାଧ୍ୟମରେ ନିଳାଦ୍ରୀ ବିଜେର ଚିତ୍ରକଳା ଆଙ୍କିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥିସହ ଆଜି ରସଗୋଲା ଦିବସ ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.