ବୃଦ୍ଧଙ୍କୁ ମରଣମୁହଁରୁ ଟାଣି ଆଣିଲେ ଯବାନ - RPF police saves a old man in maharastra

🎬 Watch Now: Feature Video

thumbnail

By

Published : Jan 30, 2021, 6:28 PM IST

ମୁମ୍ବାଇ: ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଯବାନ । ମହାରାଷ୍ଟ୍ରର କଲ୍ୟାଣ ଷ୍ଟେସନରେ ଶୁକ୍ରବାର ଜଣେ 79 ବର୍ଷୀୟ ବୃଦ୍ଧ ଟ୍ରେନରେ ଯାଉଥିବା ବେଳେ ହଠାତ୍ ଖସିପଡିଥିଲେ । ଏହା ଦେଖି ଷ୍ଟେସନରେ ଥିବା ଆରପିଏଫ ଯବାନ ତୁରନ୍ତ ବୃଦ୍ଧଙ୍କୁ ଉଠାଇ ଆଣି ତାଙ୍କ ଜୀବନ ବଞ୍ଚାଇଥିଲେ । ତେବେ ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.