thumbnail

ଧାଡି ପହଣ୍ଡିରେ ଝୁଲି ଝୁଲି ଆସୁଛନ୍ତି ଶ୍ରୀକ୍ଷେତ୍ର ସାଆନ୍ତେ

By

Published : Jul 1, 2022, 8:18 AM IST

ପୁରୀ: ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ହଲି, ଝୁଲି ଟାହିଆ ହଲେଇ ରଥ ଅଭିମୁଖେ କାଳିଆ ସାଆନ୍ତେ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ ପରେ ଚାଲିଛି ମହାପ୍ରଭୁଙ୍କ ପହଣ୍ଡି । ଦେଖନ୍ତୁ ଶ୍ରୀକ୍ଷେତ୍ରରୁ ତାଜା ଚିତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.