ତାଙ୍କ କାମ ପାଇଁ ମତେ ଆସି ଛିଡା ହେବାକୁ ପଡିବ ଭାବିନଥିଲି: ଶ୍ରୀତମ ଦାସ - ତାଙ୍କ କାମ ପାଇଁ ମତେ ଆସି ଛିଡା ହେବାକୁ ପଡିବ ଭାବିନଥିଲି
🎬 Watch Now: Feature Video

ଭୁବନେଶ୍ବର: ଲୋକପ୍ରିୟ ଓଡିଆ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା । ଖଳନାୟକ ଭୂମିକାରେ ପ୍ରତିଟି ଓଡିଆର ହୃଦୟ ଜିତିଥିଲେ ରାଇମୋହନ ପରିଡା । ନିଜର ଦମଦାର ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ରାଇମୋହନ ୯୦ରୁ ଅଧିକ ଓଡିଆ ଚଳଚ୍ଚିତ୍ର ଏବଂ ୧୫ଟି ବଙ୍ଗାଳି ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଆତ୍ମହତ୍ୟାକୁ ନେଇ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ବରିଷ୍ଠ ଅଭିନେତା ଶ୍ରୀତମ ଦାସ ।