Bullet Train: ନିର୍ମାଣ କାମ ନିରୀକ୍ଷଣ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ - ଅହମ୍ମଦାବାଦ ମୁମ୍ବାଇ ବୁଲେଟ ଟ୍ରେନ ପ୍ରକଳ୍ପ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15489513-thumbnail-3x2-vv.jpg)
ଅହମ୍ମଦାବାଦ: ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଅହମ୍ମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ ପ୍ରକଳ୍ପର ନିର୍ମାଣ ନିରୀକ୍ଷଣ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରକଳ୍ପକୁ ନେଇ କଣ କହୁଛନ୍ତି ରେଳମନ୍ତ୍ରୀ ଦେଖନ୍ତୁ ।