Sri Lanka Crisis: ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସେନା ନାକେଦମ
🎬 Watch Now: Feature Video
କଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ସଂଙ୍କଟ ଏବେ ଉଗ୍ର ରୂପ ନେଇଛି । ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଲୋକେ ଜରୁରୀ ସାମଗ୍ରୀ ଅଭାବରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସେନା ଲୁହବୁହା ଗ୍ୟାସ୍ର ପ୍ରୟୋଗ କରିଛି । ବାୟୁସେନା ଚପର୍ କମ୍ ଉଚ୍ଚତାରେ ଉଡ଼ି ପ୍ରଦର୍ଶନକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛି । ସମସ୍ତ ଚେଷ୍ଟା ଉପରେ ଭାରି ପଡ଼ୁଛନ୍ତି ଆନ୍ଦୋଳନକାରୀ ।